ବଦଳିଲା କଟକ ଜିଲ୍ଲାପାଳଙ୍କ ନିଷ୍ପତ୍ତି

କଟକ(ଓଡ଼ିଶା ରିପୋର୍ଟର): କରୋନା ଟିକା ନନେଲେ ବନ୍ଦ ହେବ ଦରମା। ଏବେ ଏହି ନିଷ୍ପତ୍ତି ବଦଳାଇଛନ୍ତି କଟକ ଜିଲ୍ଲାପାଳ। କରୋନା ଟିକା ନନେଲେ ଦରମା ବନ୍ଦ କରାଯିବା ଚେତାବନୀ ପ୍ରସଙ୍ଗରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ସେଭଳି କୌଣସି ପଦକ୍ଷେପ ନେବାର ଅଭିପ୍ରାୟ ନାହିଁ। ଲୋକେ ଟିକାକରଣ ପାଇଁ ଆଜି କାଲି କହି ସମୟ ଗଡ଼ାଉଥିବାରୁ ଭ୍ୟାକ୍ସିନ ନଷ୍ଟ ହେବାର ଆଶଙ୍କା ରହୁଛି। ଗୋଟିଏ ଗୋଟିଏ ଭାଏଲର ଲାଇଫ୍‌ ସ୍ପାନ ୪ ଘଣ୍ଟା।  ଏହା ମଧ୍ୟରେ […]

cuttack

cuttack

Manoranjan Sial
  • Published: Saturday, 06 February 2021
  • Updated: 06 February 2021, 07:38 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କରୋନା ଟିକା ନନେଲେ ବନ୍ଦ ହେବ ଦରମା। ଏବେ ଏହି ନିଷ୍ପତ୍ତି ବଦଳାଇଛନ୍ତି କଟକ ଜିଲ୍ଲାପାଳ। କରୋନା ଟିକା ନନେଲେ ଦରମା ବନ୍ଦ କରାଯିବା ଚେତାବନୀ ପ୍ରସଙ୍ଗରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ସେଭଳି କୌଣସି ପଦକ୍ଷେପ ନେବାର ଅଭିପ୍ରାୟ ନାହିଁ। ଲୋକେ ଟିକାକରଣ ପାଇଁ ଆଜି କାଲି କହି ସମୟ ଗଡ଼ାଉଥିବାରୁ ଭ୍ୟାକ୍ସିନ ନଷ୍ଟ ହେବାର ଆଶଙ୍କା ରହୁଛି। ଗୋଟିଏ ଗୋଟିଏ ଭାଏଲର ଲାଇଫ୍‌ ସ୍ପାନ ୪ ଘଣ୍ଟା।  ଏହା ମଧ୍ୟରେ ୧୦ ଜଣ ଟିକା ନେବା ଆବଶ୍ୟକ। ଲୋକମାନେ ଇଚ୍ଛାକୃତ ଭାବେ ଠିକ ସମୟରେ ଟିକା ନେଲେ, ଏହା ନଷ୍ଟ ହେବାରୁ ଓ ଅର୍ଥହାନୀରୁ ବର୍ତ୍ତିହେବ ବୋଲି ସେ କହିଛନ୍ତି।

ଟିକା ନନେଲେ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ରେଜିଷ୍ଟ୍ରେସନ କରି ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଟିକା ନେଉନଥିବାରୁ ଜିଲ୍ଲାପାଳ ଏପରି ଚେତାବନୀ ଦେଇଥିଲେ। ୧୦ ତାରିଖ ସୁଦ୍ଧା ଟିକା ନନେଲେ ଦରମା ଉଠାଇ ପାରିବେନି। ଏନେଇ ସିଏମ୍‌ସି କମିଶନର, SCB ଅଧୀକ୍ଷକ ଓ CDMO ପ୍ରମୁଖଙ୍କୁ ଚିଠି ମଧ୍ୟ କରିଥିଲେ ଜିଲ୍ଲାପାଳ।

ଗତ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏଥିପାଇଁ କରୋନା ଯୋଦ୍ଧାମାନେ ରେଜିଷ୍ଟ୍ରେନ୍‌ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରେଜିଷ୍ଟ୍ରେସନ୍‌ କରି ମଧ୍ୟ ଟିକା ନେଉନାହାନ୍ତି କେତେକ ସ୍ୱାସ୍ଥ୍ୟ କର୍ମୀ। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ୁଛି। ଯେଉଁମାନଙ୍କୁ କରୋନା ଯୋଦ୍ଧା କୁହାଯାଉଥିଲା, ସେମାନେ ଯଦି ଟିକା ନେଉ ନାହାନ୍ତି, ତାହାହେଲେ ସାଧାରଣ ଲୋକ କେମିତି ନେବେ? ଏପରି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଏଥିରୁ ବର୍ତ୍ତିବା ପାଇଁ କଟକ ଜିଲ୍ଲାପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କରୋନା ଟିକା ନନେଲେ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story