ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି

ଭୁବନେଶ୍ୱର: ଘନ କୁହୁଡ଼ିରେ ଢାଙ୍କି ହୋଇଛି ସମଗ୍ର ଭୁବନେଶ୍ୱର। ସକାଳୁ ପଡ଼ିଥିବା ଏହି କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅତି ନିକଟରୁ ରାସ୍ତାଘାଟ ଦେଖାଯାଉଛି। ଡିସେମ୍ବର ୩୧ ତାରିଖରେ ବି ଏମିତି ଘନ କୁହୁଡ଼ି ଭୁବନେଶ୍ୱରରେ ପଡ଼ିଥିଲା। ତେବେ ସେଦିନ ସମଗ୍ର ଭୁବନେଶ୍ୱରରେ କୁହୁଡ଼ି ପଡ଼ି ନ ଥିଲା। ଆଜି କଟକ ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ବି ଆଜି କୁହୁଡ଼ି ପଡ଼ିଛି।  

bhufog

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 09:37 AM IST

ଭୁବନେଶ୍ୱର: ଘନ କୁହୁଡ଼ିରେ ଢାଙ୍କି ହୋଇଛି ସମଗ୍ର ଭୁବନେଶ୍ୱର। ସକାଳୁ ପଡ଼ିଥିବା ଏହି କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅତି ନିକଟରୁ ରାସ୍ତାଘାଟ ଦେଖାଯାଉଛି। ଡିସେମ୍ବର ୩୧ ତାରିଖରେ ବି ଏମିତି ଘନ କୁହୁଡ଼ି ଭୁବନେଶ୍ୱରରେ ପଡ଼ିଥିଲା। ତେବେ ସେଦିନ ସମଗ୍ର ଭୁବନେଶ୍ୱରରେ କୁହୁଡ଼ି ପଡ଼ି ନ ଥିଲା।

ଆଜି କଟକ ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ବି ଆଜି କୁହୁଡ଼ି ପଡ଼ିଛି।

 

Related story