ଦିଲ୍ଲୀ ପୋଲିସ କମିଶନର ହେଲେ ଅମୂଲ୍ୟ ପଟ୍ଟନାୟକ

ଭୁବନେଶ୍ୱର: ଦିଲ୍ଲୀ ପୋଲିସ କମିଶନର ଭାବେ ଅମୂଲ୍ୟ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦରେ ନିଯୁକ୍ତି ପାଇଛନ୍ତି। ୧୯୮୫ ଏଜିଏମ୍‌ୟୁଟି କ୍ୟାଡରର ଆଇପିଏସ୍‌ ଅମୂଲ୍ୟ ଏହା ପୂର୍ବରୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ କମିଶନର ଥିଲେ। ଦିଲ୍ଲୀ ପୋଲିସ କମିଶନର ଆଲୋକ ବର୍ମା ସିବିଆଇ ମୁଖ୍ୟ ହେବା ପରେ ଅମୂଲ୍ୟଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି।

amulya pattnik

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 05:02 PM IST

ଭୁବନେଶ୍ୱର: ଦିଲ୍ଲୀ ପୋଲିସ କମିଶନର ଭାବେ ଅମୂଲ୍ୟ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ପଦରେ ନିଯୁକ୍ତି ପାଇଛନ୍ତି।

୧୯୮୫ ଏଜିଏମ୍‌ୟୁଟି କ୍ୟାଡରର ଆଇପିଏସ୍‌ ଅମୂଲ୍ୟ ଏହା ପୂର୍ବରୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ କମିଶନର ଥିଲେ।

ଦିଲ୍ଲୀ ପୋଲିସ କମିଶନର ଆଲୋକ ବର୍ମା ସିବିଆଇ ମୁଖ୍ୟ ହେବା ପରେ ଅମୂଲ୍ୟଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି।

Related story