ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ପ୍ରସବ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ତେଲଙ୍ଗାନାରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶିଶୁ ପୁତ୍ର ପ୍ରସବ କଲେ ମହିଳା।  ପ୍ରସବ ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାଯାଇଛି। ବଲାଙ୍ଗିର ଜିଲ୍ଲା କମେଇମୁଣ୍ଡା ପଞ୍ଚାୟତର ଧୁବଲେ ନାଗଙ୍କ ପତ୍ନୀ କୁନ୍ତି ନାଗ ନିଜ ପରିବାର ସହ ସିକନ୍ଦରାବାଦରୁ ଘରକୁ ଫେରୁଥିଲେ। କିନ୍ତୁ ଟ୍ରେନରେ ହିଁ କୁନ୍ତିଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ସେଠାରେ ସେ  ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।  ଟ୍ରେନ୍‌ଟି […]

train

train

Niharika Rout
  • Published: Saturday, 23 May 2020
  • Updated: 05 June 2020, 01:45 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ତେଲଙ୍ଗାନାରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶିଶୁ ପୁତ୍ର ପ୍ରସବ କଲେ ମହିଳା।  ପ୍ରସବ ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାଯାଇଛି।

ବଲାଙ୍ଗିର ଜିଲ୍ଲା କମେଇମୁଣ୍ଡା ପଞ୍ଚାୟତର ଧୁବଲେ ନାଗଙ୍କ ପତ୍ନୀ କୁନ୍ତି ନାଗ ନିଜ ପରିବାର ସହ ସିକନ୍ଦରାବାଦରୁ ଘରକୁ ଫେରୁଥିଲେ। କିନ୍ତୁ ଟ୍ରେନରେ ହିଁ କୁନ୍ତିଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ସେଠାରେ ସେ  ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।  ଟ୍ରେନ୍‌ଟି ବଲାଙ୍ଗିରରେ ପହଞ୍ଚିବା ପରେ ସଂପୃକ୍ତ ଶିଶୁ ଏବଂ ତାଙ୍କ ମା’ଙ୍କୁ ବଲାଙ୍ଗିର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ  ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story