‘ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ’

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିଠୁ ଅନଲାଇନ୍‌ରେ ମଦ ମିଳିବା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଯାଇଛି। କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ଏନେଇ ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, “ଆମେ ଅନ ଲାଇନ୍ ମଦ ବିକ୍ରିକୁ ବିରୋଧ କରୁନାହୁଁ । ମାତ୍ର ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ। ଅଫ୍ […]

liquo-1

liquo-1

Niharika Rout
  • Published: Sunday, 24 May 2020
  • Updated: 24 May 2020, 01:41 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜିଠୁ ଅନଲାଇନ୍‌ରେ ମଦ ମିଳିବା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଯାଇଛି। କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିରୋଧ କରାଯାଇଛି ।

ଏନେଇ ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, “ଆମେ ଅନ ଲାଇନ୍ ମଦ ବିକ୍ରିକୁ ବିରୋଧ କରୁନାହୁଁ । ମାତ୍ର ଅନ୍ ଲାଇନ୍ ସହ ଅଫ୍ ଲାଇନ୍ ମଦ ବିକ୍ରିକୁ ଅନୁମତି ମିଳୁ। ଅଫ୍ ଲାଇନ୍ ବିକ୍ରି ଅନୁମତି ନ ମିଳିଲେ ଟାର୍ଗେଟ୍ ପୂରଣ ହେବନି। ”  ଏଥିସହ କଟକ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story