ଆଖି ବୁଜିଲେ ଡେଙ୍ଗୁ ରୋଗୀ   

କଟକ ( ଓଡ଼ିଶା ରିପୋର୍ଟର): କଟକ SCB ମେଡିକାଲ କଲେଜରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି।  SCBରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀଙ୍କର ଆଜି ମୃତ୍ୟୁ ହୋଇଛି । ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ବୋଲି SCB ପକ୍ଷରୁ କୁହାଯାଇଛି। ମୃତ ମହିଳାଙ୍କ ନାଁ ଦେବକୀ ବେହେରା (୬୦) । ଅସୁସ୍ଥତା ହେତୁ ଗତ ୨୯  ତାରିଖରେ କଟକ ବଡ଼ ମେଡିକାଲରେ ଆଡ଼ମିଟ୍‌ ହୋଇଥିଲେ। ବିଭିନ୍ନ ପରୀକ୍ଷା ପରେ […]

dengu-1..

dengu-1..

Niharika Rout
  • Published: Tuesday, 13 August 2019
  • Updated: 13 August 2019, 03:52 PM IST

କଟକ ( ଓଡ଼ିଶା ରିପୋର୍ଟର): କଟକ SCB ମେଡିକାଲ କଲେଜରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି।  SCBରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ରୋଗୀଙ୍କର ଆଜି ମୃତ୍ୟୁ ହୋଇଛି ।

ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ବୋଲି SCB ପକ୍ଷରୁ କୁହାଯାଇଛି। ମୃତ ମହିଳାଙ୍କ ନାଁ ଦେବକୀ ବେହେରା (୬୦) । ଅସୁସ୍ଥତା ହେତୁ ଗତ ୨୯  ତାରିଖରେ କଟକ ବଡ଼ ମେଡିକାଲରେ ଆଡ଼ମିଟ୍‌ ହୋଇଥିଲେ। ବିଭିନ୍ନ ପରୀକ୍ଷା ପରେ ଡେଙ୍ଗୁ ଚିହ୍ନଟ ହେବାରୁ ଡେଙ୍ଗୁ ୱାର୍ଡର ICUରେ ତାଙ୍କ ଚିକିତ୍ସା ଚାଲିଥିଲା।

ପ୍ରାୟ ୧୫ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ବୃଦ୍ଧାଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇ ପଡ଼ିଥିଲା। ଏହାପରେ ଆଜି ଭୋରୁ ଆଖି ବୁଜିଛନ୍ତି ଦେବକୀ ।  କଟକ ବଡ଼ ମେଡିକାଲରେ ଚଳିତ ବର୍ଷର ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story