ଡେଙ୍ଗୁ ନେଲାଣି ଜୀବନ! କମିଶନର କହୁଛନ୍ତି ଖବର ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଗୋଟିଏ ଜୀବନ ନେଇଥିବା ଆଲୋଚନା ହେଉଛି। ହେଲେ ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ସଞ୍ଜୟ ସିଂଙ୍କ ପାଖରେ ଖବର ନଥିବା କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା କୁହାଯାଉଛି, ତାଙ୍କ ଘରକୁ ଗୋଟିଏ ଟିମ୍‌ ଯାଇ ତନାଘନା କରୁଛି ବୋଲି କମିଶନର କହିଛନ୍ତି। କମିଶନର ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି, ଡେଙ୍ଗୁରେ ଜଣେ ମରିଥିବା ସକାଳେ ଖବର ପାଇଥିଲୁ। ସେଥିପାଇଁ ଗୋଟିଏ […]

Dengu

Dengu

Manoranjan Sial
  • Published: Tuesday, 27 July 2021
  • Updated: 27 July 2021, 04:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଗୋଟିଏ ଜୀବନ ନେଇଥିବା ଆଲୋଚନା ହେଉଛି। ହେଲେ ଏ ସମ୍ପର୍କରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ସଞ୍ଜୟ ସିଂଙ୍କ ପାଖରେ ଖବର ନଥିବା କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା କୁହାଯାଉଛି, ତାଙ୍କ ଘରକୁ ଗୋଟିଏ ଟିମ୍‌ ଯାଇ ତନାଘନା କରୁଛି ବୋଲି କମିଶନର କହିଛନ୍ତି।

କମିଶନର ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି, ଡେଙ୍ଗୁରେ ଜଣେ ମରିଥିବା ସକାଳେ ଖବର ପାଇଥିଲୁ। ସେଥିପାଇଁ ଗୋଟିଏ ଟିମ୍‌ ଏବେ ତାଙ୍କ ଘରକୁ ଯାଇଛନ୍ତି। ଟିମ୍‌ ସଦସ୍ୟମାନେ ବର୍ତ୍ତମାନ ତାଙ୍କ ଘର ଲୋକଙ୍କ ସହ କଥା ହେଉଛନ୍ତି। ମୃତକ ଟେଷ୍ଟିଂ କେଉଁଠି କରିଥିଲେ? ତାଙ୍କର ଅନ୍ୟ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା କି? ଏସବୁ ଉପରେ ତନାଘନା ଚାଲିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଡେଙ୍ଗୁରେ ନା ଅନ୍ୟ ରୋଗରେ, ତାହା ସ୍ପଷ୍ଟ ହୋଇନି ବୋଲି କମିଶନର ଶ୍ରୀ ସିଂ କହିଛନ୍ତି।

କମିଶନର ଆହୁରି ମଧ୍ୟ କହିଛନ୍ତି- “ଡେଙ୍ଗୁ ନେଇ ପ୍ରତିଦିନ ସର୍ଭିଲାନ୍ସ ଚାଲିଛି। ସୋମବାର ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୪୫୦ରୁ ଅଧିକ ଘରେ ସର୍ଭିଲାନ୍ସ ହୋଇଛି। ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍‌ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷ କରି ଭୁବନେଶ୍ୱରର ନର୍ଥ ଜୋନରେ ମୋଟ୍‌ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୱାର୍ଡ ୧୪, ୧୭,  ୭, ୪୨, ବେଶୀ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story