ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ସାଲିଆ ସାହି ବସ୍ତିରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରୋଗୀ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଅନ୍ୟପକ୍ଷରେ ଚିକିତ୍ସା ପାଇଁ ରକ୍ତ ଦରକାର ହେଉଥିବା ବେଳ ଏ ପର୍ଯ୍ୟନ୍ତି ରକ୍ତ ଦେବାକୁ ବନ୍ଦୋବସ୍ତ ହୋଇପାରି ନାହିଁ ବୋଲି କୁହାଯାଉଛି ।

images (1)

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 03:45 PM IST

Related story