ଢେଙ୍କାନାଳ: ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜୁନିୟର କଲେଜ ଅଧ୍ୟାପିକା ଜ୍ୟୋତ୍ସ୍ନାମୟୀ ନାୟକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କଲେଜ ପରିସରରେ ଥିବା ଇଏଚ୍‌-୧୭ କ୍ୱାର୍ଟର୍ସରୁ ତାଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ଘରେ କେହି ନ ଥିବା ବେଳେ ସେ ଆତ୍ମହତ୍ୟା କରିଦେଇଥିଲେ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ୨୦୧୧ରୁ ଜ୍ୟୋତ୍ସ୍ନାମୟୀ ଢେଙ୍କାନାଳ ଜୁନିୟର କଲେଜରେ ଅଧ୍ୟାପିକା ଭାବେ କାମ କରୁଥିଲେ। ଗତକାଲି ସକାଳେ ସେ ପରୀକ୍ଷା ଡ୍ୟୁଟି ମଧ୍ୟ କରିଥିଲେ।

denkanal

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 06:26 AM IST

Related story