ପ୍ରେମିକାଙ୍କ ସହ ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିଥିଲେ ପତ୍ନୀ, ବନ୍ଧା ହେଲେ ଡେପୁଟି କଲେକ୍ଟର

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ। ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୁଲିସ। ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି […]

7bn

7bn

Tapas Behera
  • Published: Tuesday, 29 September 2020
  • Updated: 29 September 2020, 04:01 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ ଗିରଫ। ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୁଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୁଲିସ।

ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ।

ସେଠାରେ ପତି ପତ୍ନୀଙ୍କ ବଚସା ହୋଇଥିଲା, ପରେ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୂର୍ବରୁ ଶରତ ବାଗ ବଲାଙ୍ଗିରରେ ଅବସ୍ଥାପିତ ଥିବା ବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେପଟେ ଏନେଇ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ବାଗ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

ସୂଚନା ଅନୁଯାୟୀ, ୩ ଦିନ ପୂର୍ବେ ଶରତ ବାଗଙ୍କୁ ପ୍ରେମିକାଙ୍କ ସହ ରଙ୍ଗେ ହାତରେ ଧରିଥିଲେ ପତ୍ନୀ। ପତ୍ନୀ ଡାଲିଆ ଦେବନାଥଙ୍କ ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ମଧ୍ୟାହ୍ନରେ ତାଙ୍କ ସ୍ୱାମୀ ଶରତ ବାଗ ନିଜ କାର୍‌ରେ ତାଙ୍କ ପ୍ରେମିକାଙ୍କ ସହିତ ବଢ଼େଇମୁଣ୍ଡା ରାସ୍ତାରେ ଯାଉଥିବା ଦେଖି ସେ ପିଛା କରିଥିଲେ।

କିଛି ଦୂର ଯିବା ପରେ କାଳିମନ୍ଦିର ରାସ୍ତାରେ ସେମାନେ ଗୋଟିଏ ଦୋକାନରୁ ମଦ କିଣି କୋଲାବିରା ରାସ୍ତାରେ ଥିବା ଏକ ଢାବାରେ ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ଇଞ୍ଜିନିୟରିଂ ସ୍କୁଲ ନିକଟରେ ଥିବା ଜଣଙ୍କ ଘରକୁ ଯାଇଥିଲେ। ସେ ଘରେ ଧସେଇ ପଶିବା ବେଳକୁ ତାଙ୍କ ସ୍ୱାମୀ ଶରତ ଶୋଇଥିବା ବେଳେ ନିକଟରେ ତାଙ୍କ ପ୍ରେମିକା ବସିଥିଲେ ଓ ଅନ୍ୟ ସମସ୍ତେ ବସି ମଦ ପିଉଥିବା ଦେଖିଥିଲା।

ମୋତେ ଦେଖିବା ପରେ ସମ‌େ‌ସ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ହଠାତ୍ ସମସ୍ତେ ମୋ ଉପରେ ଲୁହା ଛଡ଼ ଓ ବାଡ଼ିରେ ମାଡ଼ଧର କରିବା ଆରମ୍ଭ କରିଦେଇଥିଲେ ବୋଲି ଡାଲିଆ ଦେବନାଥ ଅଭିଯୋଗ କରିଥିଲେ।

ଏନେଇ ସେ ଥାନାରେ ଅଭିଯୋଗ କରିବା ସହ ଏହାକୁ ନେଇ ପୁଲିସରେ ଦଫା ୩୨୩/୨୯୪/୫୦୬/୩୭୯/୩୪ଆଇସିପିସି, ୨୫/୨୭ ଆର୍ମସ ଆକ୍ଟରେ ଏତଲା ଦାୟର କରାଯାଇ ଥିଲା । ଆଜି ପୁଲିସ ସମ୍ପୃକ୍ତ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story