ବିଜେଡି ଛାଡ଼ି ବିଜେପିରେ ମିଶିଲେ ଡେରାବିଶ ବ୍ଲକ୍ ଅଧ୍ୟକ୍ଷ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ। ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି, ବେଦ ପ୍ରକାଶ ଅଗ୍ରୱାଲଙ୍କ ଅପାରଗତା ଓ ମନମାନି ଯୋଗୁ ଦୀର୍ଘ ଦିନ ହେଲା ଡେରାବିଶ […]

888

888

Jitendra Garnayak
  • Published: Wednesday, 10 April 2019
  • Updated: 10 April 2019, 02:51 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ।
ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଉପସ୍ଥିତରେ ସେ ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି।

ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ କହିଛନ୍ତି, ବେଦ ପ୍ରକାଶ ଅଗ୍ରୱାଲଙ୍କ ଅପାରଗତା ଓ ମନମାନି ଯୋଗୁ ଦୀର୍ଘ ଦିନ ହେଲା ଡେରାବିଶ ବ୍ଲକ୍‌ରେ ଅଚଳାବସ୍ଥା ଲାଗି ରହିଛି। ଡେରାବିଶ ବ୍ଲକ୍‌ବାସୀଙ୍କ ଭରସାକୁ ସେ ଭାଙ୍ଗିଛନ୍ତି। ସେମାନଙ୍କ ଉନ୍ନତିରେ ବାଧା ଦେଇଛନ୍ତି। ଦଳୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏ ସଂପର୍କରେ ଜଣାଇଲେ ବି କିଛି ସୁଫଳ ମିଳି ନାହିଁ। ତେବେ ଏନେଇ ବେଦ ପ୍ରକାଶ କି ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story