ଲକ୍‌ଡାଉନ୍‌ କଟକଣା ସତ୍ତ୍ୱେ କେଉଁଠି ବସିଲା ଏମିତି ସଭା ?

ଚିତ୍ରକୋଣ୍ଡା:(ଓଡ଼ିଶା ରିପୋର୍ଟର): ଲୋକେ ଜମା ହୋଇଛନ୍ତି। ସଭାଚାଲିଛି। ଭାଷଣ ବି ଚାଲିଛି। ଆଉ ତଳେ ବସିଥିବା ଲୋକେ ମନ ଧ୍ୟାନ ଦେଇ ଶୁଣୁଛନ୍ତି।ସଭାରେ ଯୋଗ ଯୋଗଦେଇଥିବା ଲୋକଙ୍କ ସଂଖ୍ୟା ବି କୌଣସି ରାଜନୈତିକ ସଭାଠାରୁ କମ୍‌ ନୁହେଁ। ଆଉ ସାମାଜିକ ଦୂରତା କେମିତି ପାଳନ ହେଉଛି ତାହା ମଧ୍ୟ ଚିତ୍ରରୁ ବାରି ହେଉଛି। ହେଲେ ଲକ୍‌ଡାଉନ୍‌ରେ ସଭାସମିତି ପାଇଁ କଟକଣା ଥିବା ବେଳେ ଏଠି କଣ ଚାଲୁଛି ବୋଲି ପ୍ରଶ୍ନ ଆସୁଥିବ ନିଶ୍ଚିତ। ଏହାର ଉତ୍ତର ହେଉଛି […]

bvnm

bvnm

Niharika Rout
  • Published: Thursday, 28 May 2020
  • Updated: 28 May 2020, 06:23 PM IST

Sports

Latest News

ଚିତ୍ରକୋଣ୍ଡା:(ଓଡ଼ିଶା ରିପୋର୍ଟର): ଲୋକେ ଜମା ହୋଇଛନ୍ତି। ସଭାଚାଲିଛି। ଭାଷଣ ବି ଚାଲିଛି। ଆଉ ତଳେ ବସିଥିବା ଲୋକେ ମନ ଧ୍ୟାନ ଦେଇ ଶୁଣୁଛନ୍ତି।ସଭାରେ ଯୋଗ ଯୋଗଦେଇଥିବା ଲୋକଙ୍କ ସଂଖ୍ୟା ବି କୌଣସି ରାଜନୈତିକ ସଭାଠାରୁ କମ୍‌ ନୁହେଁ। ଆଉ ସାମାଜିକ ଦୂରତା କେମିତି ପାଳନ ହେଉଛି ତାହା ମଧ୍ୟ ଚିତ୍ରରୁ ବାରି ହେଉଛି। ହେଲେ ଲକ୍‌ଡାଉନ୍‌ରେ ସଭାସମିତି ପାଇଁ କଟକଣା ଥିବା ବେଳେ ଏଠି କଣ ଚାଲୁଛି ବୋଲି ପ୍ରଶ୍ନ ଆସୁଥିବ ନିଶ୍ଚିତ। ଏହାର ଉତ୍ତର ହେଉଛି ପ୍ରଜାମେଳି।

କିଛି ଦିନର ନୀରବତା ପରେ ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଣି ବସିଛି ପ୍ରଜାମେଳି। ଲକ୍‌ଡାଉନ୍‌ କଟକଣାକୁ ଫୁ କରି ଚିତ୍ରକୋଣ୍ଡା ମୁରାଳିଗୁଡ଼ାରେ ବସିଛି ପ୍ରଜାମେଳି। ଏକାଠି ହୋଇଥିଲେ ଶତାଧିକ ଜନତା। ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ପଣସପୁଟ, ନାକାମାମୁଡ଼ି ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ଭଳି ମୌଳିକ ଅଧିକାର ପ୍ରସଙ୍ଗ ନେଇ ପ୍ରଶାସନକୁ ଅବଗତ କରିବା ପାଇଁ ଏଥିରେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟତଃ ଅଂଚଳରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ନିୟମିତ କାର୍ଯ୍ୟ କରୁନଥିବାରୁ ସେମାନଙ୍କୁ ବହିଷ୍କାର କରିବାକୁ ଦାବି ଉଠିଥିଲା।

ସେହିପରି ମୁରାଳିଗୁଡ଼ା ଆଖପାଖ ଅଞ୍ଚଳକୁ ନେଇ ଏକ ପଞ୍ଚାୟତ ଘୋଷଣା କରିବାକୁ ଦାବି କରିଥିଲେ ଲୋକେ। ବର୍ଷା ଦିନେ ଅଞ୍ଚଳର ଅନେକ ଗାଁ ଜଳବନ୍ଦୀ ହୋଇ ରହୁଥିବାବେଳେ ସେମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ ସେମାନଙ୍କ ପାଖରେ ନା ପହଂଚୁଛି ସରକାରୀ ବାବୁ ନା ପହଂଚୁଛି ସରକାରୀ ଯୋଜନା। ତେଣୁ ଶହଶହ ଜନତା ମୁରାଳିଗୁଡା ଠାରେ ଏକଜୁଟ ହୋଇଥିଲେ। ସମସ୍ୟାର ସମାଧାନ ନହେଲେ ସରକାରଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ପ୍ରଜାମେଳିରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story