ଶ୍ରୀମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ମୃତ୍ୟୁ

Ordigital Desk
  • Published: Sunday, 18 June 2017
  • , Updated: 18 June 2017, 10:02 AM IST
<p>ପୁରୀ: ଶ୍ରୀମନ୍ଦିର ପରିସରରେ ଏକ ଅଘଟଣ ଘଟିଛି। &nbsp;ମନ୍ଦିର ପରିସରରେ ପଡ଼ିଯାଇ ଜଣେ ବଙ୍ଗୀୟ ପର୍ଯ୍ୟଟକ ଗୁରୁତର ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପର୍ଯ୍ୟଟକ ଜଣକ ହେଲେ କୋଲକାତା ଚୌଧୁରୀ ଲେନର ସୁରଜିତ ମଲ୍ଲିକ।</p>

Related story