କୋଟିପତି ଡିଏଫ୍‌ଓ ଶରତ ପଣ୍ଡା ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ। ପୂର୍ବରୁ ଭିଜିଲାନ୍ସ ଓ ଆୟକର ବିଭାଗ ଶରତଙ୍କ ଖରିଆର ଅଫିସ୍‌, ଭୁବନେଶ୍ୱରର ଗୌରୀ ନଗରସ୍ଥିତ ବାସଭବନ ଓ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ପରେ ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ସଂପତ୍ତି ଥିବା ଜଣାପଡ଼ିଥିଲା। […]

sharatpanda

Rakesh Mallick
  • Published: Sunday, 26 February 2017
  • , Updated: 28 February 2017, 08:19 AM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ପୂର୍ବରୁ ଭିଜିଲାନ୍ସ ଓ ଆୟକର ବିଭାଗ ଶରତଙ୍କ ଖରିଆର ଅଫିସ୍‌, ଭୁବନେଶ୍ୱରର ଗୌରୀ ନଗରସ୍ଥିତ ବାସଭବନ ଓ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ପରେ ଶରତ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ସଂପତ୍ତି ଥିବା ଜଣାପଡ଼ିଥିଲା। ଶରତଙ୍କ ଖରିଆର ଅଫିସ୍‌ରୁ ନଗଦ ୬ ଲକ୍ଷ ଟଙ୍କାର ନୂଆ ନୋଟ୍ ଜବତ କରାଯାଇଥିଲା। ତାଙ୍କର ଭୁବନେଶ୍ୱର ସ୍ଥିତ ଗୌରୀନଗରରେ ଦୁଇ ମହଲା ବିଶିଷ୍ଟ ଏକ କୋଠା ରହିଥିବା ବେଳେ ଗୌତମ ନଗରରେ ଏକ ପ୍ଲଟ୍ ମଧ୍ୟ ରହିଛି।

Related story