‘କରୋନା କାଳରେ ମାତିଛନ୍ତି ସାଇବର କ୍ରିମିନାଲ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି ସାଇବର କ୍ରିମିନାଲ। ସେମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ। ସେ କହିଛନ୍ତି-“ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ କୋୱିନ୍‌, ଆରୋଗ୍ୟ ସେତୁ, ଉମଙ୍ଗ ଛଡ଼ା ଅନ୍ୟ କେଉଁଠିକୁ ଯାଆନ୍ତୁନାହିଁ। ଏହି ୩ଟି ୱେବସାଇଟ୍‌ ଛଡ଼ା ଟିକା ପାଇଁ କାହାରିକୁ ପ୍ରାଧିକୃତ କରାଯାଇନି। ମେଡିକାଲ ଅକ୍ସିଜେନ୍‌ ପାଇଁ ମଧ୍ୟ ଅନ୍ଲା‌ଇନରେ ଠକ ମାତିଛନ୍ତି। […]

Cyber-loot

Cyber-loot

Manoranjan Sial
  • Published: Thursday, 20 May 2021
  • Updated: 20 May 2021, 08:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି ସାଇବର କ୍ରିମିନାଲ। ସେମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ।

ସେ କହିଛନ୍ତି-“ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ କୋୱିନ୍‌, ଆରୋଗ୍ୟ ସେତୁ, ଉମଙ୍ଗ ଛଡ଼ା ଅନ୍ୟ କେଉଁଠିକୁ ଯାଆନ୍ତୁନାହିଁ। ଏହି ୩ଟି ୱେବସାଇଟ୍‌ ଛଡ଼ା ଟିକା ପାଇଁ କାହାରିକୁ ପ୍ରାଧିକୃତ କରାଯାଇନି। ମେଡିକାଲ ଅକ୍ସିଜେନ୍‌ ପାଇଁ ମଧ୍ୟ ଅନ୍ଲା‌ଇନରେ ଠକ ମାତିଛନ୍ତି। ଯେଉଁଠି ଅକ୍ସିଜେନ ପାଇଁ ଆଗୁଆ ଟଙ୍କା ଦେବାକୁ କୁହାଯାଉଛି, ଚେକ କରନ୍ତୁ।”

ଡିଜିପି ଆହୁରି କହିଛନ୍ତି-“ଟେଲି ମେଡିସିନ ପାଇଁ ଆଗୁଆ ପଇସା ମଗାଯାଉଛି। ଏଥିପ୍ରତି ସତର୍କ ରୁହନ୍ତି। ଠିକ୍‌ ସେମିତି ଅନଲାଇନରେ ଖାଦ୍ୟ ପଦାର୍ଥ ଦେବାକୁ କହି ଠକି ନେଉଛନ୍ତି। ନିଜ ବ୍ୟକ୍ତିଗତ ତଥ୍ୟ ଅନଲାଇନରେ ସେୟାର କଲାବେଳେ ସତର୍କ ରୁହନ୍ତୁ। ଅନଲାଇନରେ ଯିଏ ମାଗଣା କିଛି ଅଫର ଦେଉଛି, ସେ ମାୟାରେ ପଡ଼ନ୍ତୁନି। ଥରେ ଚିନ୍ତା କରନ୍ତୁ କିଏ କାହିଁକି ଫ୍ରିରେ ଆପଣକୁ କିଛି ଦେବ?”

ସୂଚନାରୁ ପ୍ରକାଶ ଯେ, କରୋନା ମହାମାରୀ ବେଳେ ସାଇବର ଠକମାନେ ମାତିଛନ୍ତି। ବିଭିନ୍ନ ପ୍ରଲୋଭନ୍‌ ଠକମାନେ କଳାକନା ବୁଲାଇ ଦେଉଛନ୍ତି। ଗତ କିଛି ମାସ ଭିତରେ ଏପରି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ଏଥିରେ ମୁକ୍ତି ପାଇବା ପାଇଁ ଆଜି ପୁଲିସ ଡିଜି ଅଭୟ ଉପାୟ ବତାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story