ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେନି ଡିଜିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ କିଛି ବର୍ଷର ନିର୍ଦ୍ଦିଷ୍ଟ ହତ୍ୟା ମାମଲାକୁ ନେଇ ଡିଜିପିଙ୍କ ସହ କଥା ହୋଇଥିଲେ। ସେହି ସବୁ ମାମଲାର ଷ୍ଟାଟସ୍‌ ରିପୋର୍ଟ ପାଇଁ ଡିଜିପିଙ୍କୁ ଅନୁରୋଧ କରିଥିଲେ। ୭ ଦିନ ଭିତରେ ଉତ୍ତର ଦେବେ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ଡିଜିପି। ଏବେ ସୁଦ୍ଧା ଉତ୍ତର ମିଳିନି। ଏହା ଅଳସୁଆମୀ ନା ଉଦାସୀନତା କୁହାଯିବ ବୋଲି ଟ୍ୱିଟ୍‌ କରି ପ୍ରଶ୍ନ ପଚାରିଛନ୍ତି। ନ୍ୟାୟ ପ୍ରଦାନରେ ଓଡ଼ିଶା ୪ଟି […]

aparajita

aparajita

Manoranjan Sial
  • Published: Saturday, 30 January 2021
  • Updated: 31 January 2021, 07:14 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ କିଛି ବର୍ଷର ନିର୍ଦ୍ଦିଷ୍ଟ ହତ୍ୟା ମାମଲାକୁ ନେଇ ଡିଜିପିଙ୍କ ସହ କଥା ହୋଇଥିଲେ। ସେହି ସବୁ ମାମଲାର ଷ୍ଟାଟସ୍‌ ରିପୋର୍ଟ ପାଇଁ ଡିଜିପିଙ୍କୁ ଅନୁରୋଧ କରିଥିଲେ। ୭ ଦିନ ଭିତରେ ଉତ୍ତର ଦେବେ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ ଡିଜିପି। ଏବେ ସୁଦ୍ଧା ଉତ୍ତର ମିଳିନି। ଏହା ଅଳସୁଆମୀ ନା ଉଦାସୀନତା କୁହାଯିବ ବୋଲି ଟ୍ୱିଟ୍‌ କରି ପ୍ରଶ୍ନ ପଚାରିଛନ୍ତି। ନ୍ୟାୟ ପ୍ରଦାନରେ ଓଡ଼ିଶା ୪ଟି ସ୍ଥାନ ତଳକୁ ଖସିବା ଆଶ୍ଚର୍ଯ୍ୟ ଲାଗୁନି। ସଂସଦରେ ପ୍ରସଙ୍ଗ ଉତଥାପନ କରିବାର ସମୟ ଉପନୀତ ହୋଇଛି ବୋଲି ଅପରାଜିତା ଲେଖିଛନ୍ତି।

ସୂଚନାରୁ ପ୍ରକାଶ, ଭାରତରେ ଲୋକଙ୍କୁ କେମିତି ଓ କେତେ ଶୀଘ୍ର ନ୍ୟାୟ ମିଳୁଛି, ତା’ର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ଜଷ୍ଟିସ ରିପୋର୍ଟକୁ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ଟାଟା ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ଓଡ଼ିଶାର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି।

ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଲିକାରେ ଓଡ଼ିଶା ଗତବର୍ଷ ଅପେକ୍ଷା ତଳକୁ ଖସି ଯାଇଛି। ୨୦୧୯ରେ ଓଡ଼ିଶା ରାଙ୍କିଙ୍ଗର ୭ ନଂ ସ୍ଥାନରେ ଥିବା ବେଳେ ଏବେ ୪ଟି ସ୍ଥାନ ତଳକୁ ଖସି ୧୧ନଂରେ ପହଞ୍ଚି ଯାଇଛି। ତେବେ ନ୍ୟାୟ ପ୍ରଦାନ କରିବା ତାଲିକାରେ ପୂର୍ବବର୍ଷ ଭଳି ମହାରାଷ୍ଟ୍ର ଏଥର ମଧ୍ୟ ୧ ନଂ ସ୍ଥାନରେ ରହିଛି।

ସେହିପରି ଗତବର୍ଷ ୩ନଂ ସ୍ଥାନରେ ଥିବା ତାମିଲନାଡୁ ୨୦୨୦ରେ ୨ନଂରେ ପହଞ୍ଚି ଯାଇଛି। ଗୋଟିଏ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ନାୟିକ ବ୍ୟବସ୍ଥାରେ ଆଶାତୀତ ଉନ୍ନତି ଘଟିଛି। ୨୦୧୯ରେ ତେଲେଙ୍ଗାନା ୧୧ତମ ସ୍ଥାନରେ ଥିବା ବେଳେ ୨୦୨୦ରେ ଏହି ରାଜ୍ୟ ୩ନଂରେ ପହଞ୍ଚି ଯାଇଛି।

ପଞ୍ଜାବ ୪ନଂରେ ଥିବା ବେଳେ ଗତବର୍ଷ ୨ନଂରେ ଥିବା କେରଳ ଏଥର ୫ନଂକୁ ଖସି ଆସିଛି। ୬ନଂରେ ଗୁଜରାଟ, ୭ନଂରେ ଛତିଶଗଡ଼, ଝାରଖଣ୍ଡରେ ୮, ୯ନଂରେ ହରିଆଣା, ୧୦ନଂରେ ରାଜସ୍ଥାନ, ୧୨ନଂରେ ଆନ୍ଧ୍ର ପ୍ରଦେଶ, ୧୩ନଂରେ ବିହାର, ୧୪ନଂରେ କର୍ଣ୍ଣାଟକା, ୧୫ନଂରେ ଉତ୍ତରାଖଣ୍ଡ, ୧୬ନଂରେ ମଧ୍ୟପ୍ରଦେଶ, ୧୭ନଂରେ ପଶ୍ଚିମବଙ୍ଗ ଓ ୧୮ନଂରେ ଉତ୍ତର ପ୍ରଦେଶ ରହିଛି। ୧ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଗୁଡ଼ିକର ସ୍ଥିତି ସମୀକ୍ଷା କରି ସର୍ଭେରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story