ପୂର୍ବତନ ଡିଜିପି ସଞ୍ଜୀବ ମାରିକ୍ ହେଲେ ରାଜ୍ୟ ପରିବହନ ନିଗମ ସିଏମଡି

କଟକ: ପୂର୍ବତନ ଡିଜିପି ସଞ୍ଜୀବ ମାରିକଙ୍କୁ ସରକାର ଓଡ଼ିଶା ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ ‘ଓଏସ୍ଆରଟିସି’ର ନୂଆ ସିଏମଡି ଭାବେ ନିଯୁକ୍ତି ଦେଇଛନ୍ତି। ଡିଜି ପଦବୀରୁ ଅବ୍ୟାହତି ପରେ ତାଙ୍କୁ ଏହି ନୂଆ ପଦବୀ ମିଳିଛି। କିଛି ଦିନ ତଳେ ସେ ଛୁଟିରେ ଯାଇଥିବା ବେଳେ କେବି ସିଂଙ୍କୁ ନୂଆ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା। ସଞ୍ଜୀବ ମାରିକ ଡିସେମ୍ୱର ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରୁଛନ୍ତି।

marik

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 02:59 AM IST

Related story