୨୦୧୮ରେ ମାଓବାଦୀଙ୍କୁ ମିଳିବନି ନିସ୍ତାର
- Published: Sunday, 31 December 2017
- , Updated: 31 December 2017, 06:18 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ମାଓ ମୁକାବିଲା ଠିକଣା ଢଙ୍ଗରେ ଏବଂ ଜୋରଦାର ହେବ। ମାଓ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ୱ ଦିଆଯିବ। ନୂଆବର୍ଷରେ ଏପରି ନୂଆ ଚ୍ୟାଲେଞ୍ଜ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।</p>
<p>ସେହିଭଳି ସାଇବର ଅପରାଧ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଡିଜିପି କହିଛନ୍ତି। ଏହାସହ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଉଥିବା ସେ ମତବ୍ୟକ୍ତ କରିଛନ୍ତି।</p>