କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ଧଳସାମନ୍ତ ଭ୍ରାତା

କଟକ: ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ଓ ୮ଟି ଦାଦାବଟି ଆଦାୟ ମାମଲାରେ ଆଜି ଧଳସାମନ୍ତ ଭ୍ରାତା ଦ୍ୱୟଙ୍କୁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।  ଭୋଲା ଭଗତ, ଭର୍ଜନା, ନିର୍ମଳ ଓ ଗୁଡ୍ଡୁ ସମେତ ସେମାନଙ୍କର ୭ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ଏଥିପାଇଁ କୋର୍ଟ ପରିସରରେ ଏକ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଥିଲା। କୋର୍ଟରେ ହାଜର ପରେ ପୁଣି ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର […]

shusil

shusil

Rakesh Mallick
  • Published: Friday, 08 April 2016
  • Updated: 29 March 2017, 02:59 PM IST

Sports

Latest News

[caption id="attachment_77889" align="alignleft" width="300"]sushantadhalasamant କୋର୍ଟରେ ହାଜିରା ପରେ ସୁଶାନ୍ତ ଧଳସାମନ୍ତକୁ ଜେଲ୍‌କୁ ନିଆଯାଉଛି[/caption]

କଟକ: ଡାଲି ବ୍ୟବସାୟୀ ଫାରୁକ୍ ହତ୍ୟା ଓ ୮ଟି ଦାଦାବଟି ଆଦାୟ ମାମଲାରେ ଆଜି ଧଳସାମନ୍ତ ଭ୍ରାତା ଦ୍ୱୟଙ୍କୁ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।  ଭୋଲା ଭଗତ, ଭର୍ଜନା, ନିର୍ମଳ ଓ ଗୁଡ୍ଡୁ ସମେତ ସେମାନଙ୍କର ୭ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ଏଥିପାଇଁ କୋର୍ଟ ପରିସରରେ ଏକ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଥିଲା। କୋର୍ଟରେ ହାଜର ପରେ ପୁଣି ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରିବା ପାଇଁ ଆଜି ସାନଭାଇ ସୁଶୀଲ ଧଳସାମନ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବାଲେଶ୍ୱର ଜେଲ୍‌ରୁ ଅଣାଯାଇଥିବା ବେଳେ ବଡ଼ଭାଇ ସୁଶାନ୍ତ ଧଳସାମନ୍ତକୁ ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରୁ ଅଣାଯାଇଥିଲା।

ଏହି ଦୁଇ ଭାଇଙ୍କୁ ଅନ୍ୟ ମାମଲାରେ ଏପ୍ରିଲ୍ ୧୨ରେ ପୁଣି କୋର୍ଟରେ ହାଜର କରାଯିବ। ସେହି ଦିନ ସେମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ।

ଧଳସାମନ୍ତ ଭ୍ରାତାଙ୍କ ନାଁରେ କଟକର ବିଭିନ୍ନ ଥାନାରେ ମୋଟ ୧୯ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story