ଢେଙ୍କାନାଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଗିରିଧର ପ୍ରସାଦର ସ୍ଥାନୀୟ ହାଇସ୍କୁଲ ନିକଟରେ ରବିବାର ରାତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି  ଆମ୍ବଡାଳ ଭାଙ୍ଗିବା ବେଳେ ଗଛ ଉପରେ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶର ଆସିଯାଇଥିଲା। ଫଳରେ ଦନ୍ତା ହାତୀଟିର ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀମାନେ ଏ ଘଟଣାର ତଦନ୍ତ କରୁଛନ୍ତି।

hati

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 09:33 AM IST

Related story