ମୋଦିଙ୍କ 2.0 ଟିମ୍‌: ଧର୍ମେନ୍ଦ୍ର ପେଟ୍ରୋଲିୟମ ଓ ପ୍ରତାପ ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ, ପଢ଼ନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ଲାଗି ଶପଥ ନେବା ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍‌ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ମଧ୍ୟ ଶପଥ ନେଇଛନ୍ତି। ତେବେ ଆଜି ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିବା […]

fp-1

fp-1

Tapas Behera
  • Published: Friday, 31 May 2019
  • Updated: 31 May 2019, 07:34 PM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ଲାଗି ଶପଥ ନେବା ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍‌ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ମଧ୍ୟ ଶପଥ ନେଇଛନ୍ତି।

ତେବେ ଆଜି ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ନୂଆ କରି ଓଡ଼ିଶାରୁ ରାଷ୍ଟ୍ରମନ୍ତ୍ରୀ  ଭାବେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ଓ ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦର ବିଭାଗର ଦାୟିତ୍ୱ ମିଳିଛି। ତେବେ ନିମ୍ନରେ ଦିଆଯାଇଥିବା ପୂରା ତାଲିକା  ପଢ଼ନ୍ତୁ ।

କ୍ୟାବିନେଟ ମନ୍ତ୍ରୀ

ଅମିତ ଶାହ -ଗୃହ ମନ୍ତ୍ରୀ

ରାଜନାଥ ସିଂହ - ପ୍ରତିରକ୍ଷା ମନ୍ତ୍ରୀ

ନିର୍ମଳା ସୀତାରମଣ - ଅର୍ଥମନ୍ତ୍ରୀ

ଏସ୍‌ ଜୟଶଙ୍କର - ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୀତୀନ ଗଡ଼କରୀ - ସଡ଼କ ପରିବହନ, ରାଜପଥ, MSM ମନ୍ତ୍ରୀ

ଡିଭି ସଦାନନ୍ଦ ଗୌଡ଼ା - ସାର ଓ ରସାୟନ ମନ୍ତ୍ରୀ

ରାମବିଳାସ ପାଶ୍ୱାନ - ଖାଦ୍ୟ ଯୋଗାଣ ମନ୍ତ୍ରୀ

ନରେନ୍ଦ୍ର ସିଂ ତୋମାର - କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ

ରବି ଶଙ୍କର ପ୍ରସାଦ- ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ

ହର୍ସିମିରତ କୌର ବାଦଲ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ଥାୱରଚନ୍ଦ ଗେହଲଟ - ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ରମେଶ ପୋଖରି‌ଆଲ ନିଶଙ୍କ- ମାନବ ସମ୍ବଳ ବିକାଶ ମନ୍ତ୍ରୀ

ଅର୍ଜୁନ ମୁଣ୍ଡା - ଆଦିବାସୀ ବ୍ୟାପାର ମନ୍ତ୍ରୀ

ସ୍ମୃତି ଇରାନୀ - ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ ମନ୍ତ୍ରୀ

ଡ. ହର୍ଷବର୍ଦ୍ଧନ -ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ- ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରୀ

ପୀୟୂଷ ଗୋଏଲ - ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

ମୁକ୍ତାର ଆବାସ ନକଭି- ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ

ମହେନ୍ଦ୍ର ନାଥ ପାଣ୍ଡେ-  ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରୀ

ଅରବିନ୍ଦ ସାୱନ୍ତ - ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ

ଗିରିରାଜ ସିଂହ- ପ୍ରାଣୀ ସଂପଦ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ

ଗଜେନ୍ଦ୍ର ସିଂ ଶେଖାୱତ - ଜଳ ଶକ୍ତି ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)

ସନ୍ତୋଷ ଗଙ୍ଗୱାର - ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ

ରାଓ ଇନ୍ଦ୍ରଜିତ ସିଂହ- ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ଯୋଜନା ମନ୍ତ୍ରୀ

ଶ୍ରୀପଦ  ନାଏକ- ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ମନ୍ତ୍ରୀ

ଜିତେନ୍ଦ୍ର ସିଂହ - PMO, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ

କିରେନ ରିଜିଜୁ - ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

ପ୍ରହଲ୍ଲାଦ ସିଂ ପଟେଲ- ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ

ରାଜକୁମାର ସିଂହ - ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ ମନ୍ତ୍ରୀ

ହରଦୀପ ସିଂ ପୁରୀ - ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ

ହରଦୀପ ସିଂହ ପୁରୀ-  ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

ମନସୁଖଲାଲ ମାଣ୍ଡଭିୟ- ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ

ଫଗନ ସିଂ କୁଲସ୍ତେ - ଇସ୍ପାତ ମନ୍ତ୍ରୀ

ଅଶ୍ୱିନୀ କୁମାର ଚୌବେ - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଅର୍ଜୁନ ରାମ ମେଘୱାଲ - ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ

ଜେନେରାଲ ଭିକେ ସିଂହ - ପରିବହନ ଓ ରାଜପଥ ମନ୍ତ୍ରୀ

କ୍ରୀଷ୍ଣନପାଲ୍ ଗୁର୍ଜର - ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ

ଜି. କିଶନ ରେଡ୍ଡୀ - ଗୃହ ମନ୍ତ୍ରୀ

ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ରାମଦାସ ଆଠୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ସାଧ୍ୱୀ ନିରଞ୍ଜନ ଜ୍ୟୋତି - ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ବାବୁଲ ସୁପ୍ରିଓ - ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ସଂଜୀବ ବାଲିଆନ - ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ

ଧୋତ୍ରେ ସଂଜୟ ସାମରାଓ - ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ

ଅନୁରାଗ ଠାକୁର -  ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ

ସୁରେଶ ଅଙ୍ଗାଡ଼ି - ରେଳ ମନ୍ତ୍ରୀ

ନିତ୍ୟାନନ୍ଦ ରାୟ - ଗୃହ ମନ୍ତ୍ରୀ

ରତନ ଲାଲ କାଟାରିଆ - ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ଭି. ମୁରଲୀଧରନ - ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ

ରେଣୁକା ସିଂହ ସାରୁତା - ଆଦିବାସୀ ବ୍ୟାପାର ମନ୍ତ୍ରୀ

ସୋମ ପ୍ରକାଶ - ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

ରାମେଶ୍ୱର ତେଲି ହେଲେ - ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ପ୍ରତାପ ଷଡ଼ଙ୍ଗୀ - MSME, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ

କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ଦେବଶ୍ରୀ ଚୌଧୁରୀ - ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story