ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପୁରଣ ନେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଦାବି ପୂରଣ ଜିଦରେ ଅଟଳ ଶିକ୍ଷକ ଓ ଅଧ୍ୟାପକ ସଂଘର ଆନ୍ଦୋଳନ ୫ମ ଦିନରେ ପହଞ୍ଚିଛି। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ବ୍ଲକ ଗ୍ରାଣ୍ଟ ସ୍କୁଲ୍ ଶିକ୍ଷକ ଓ କଲେଜ ଅଧ୍ୟାପକ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନ ସ୍ଥଳକୁ ଯାଇ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।

ଶିକ୍ଷକଙ୍କ ସହ ଆଲୋଚନା ପରେ ଧର୍ମେନ୍ଦ୍ର କହିଛନ୍ତି- “ଦାବି ପୁରଣ ନେଇ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ। ନଚେତ ଶିକ୍ଷା ବ୍ୟବସ୍ଥା ଭୁଷୁଡିଯିବ।”

ଅନ୍ୟପକ୍ଷରେ ଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୨୨ତାରିଖରେ ପୁଣିଥରେ ବିଶାଳ ସମାବେଶ କରାଯିବ ବୋଲି ରାଜ୍ୟ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ କହିଛନ୍ତି।

Ordigital Desk
• Published: Sunday, 20 August 2017
• Updated: 20 August 2017, 07:47 PM IST

Sports

Latest News

ଭୁବନେଶ୍ୱର: ଦାବି ପୂରଣ ଜିଦରେ ଅଟଳ ଶିକ୍ଷକ ଓ ଅଧ୍ୟାପକ ସଂଘର ଆନ୍ଦୋଳନ ୫ମ ଦିନରେ ପହଞ୍ଚିଛି। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ବ୍ଲକ ଗ୍ରାଣ୍ଟ ସ୍କୁଲ୍ ଶିକ୍ଷକ ଓ କଲେଜ ଅଧ୍ୟାପକ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନ ସ୍ଥଳକୁ ଯାଇ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।

ଶିକ୍ଷକଙ୍କ ସହ ଆଲୋଚନା ପରେ ଧର୍ମେନ୍ଦ୍ର କହିଛନ୍ତି- “ଦାବି ପୁରଣ ନେଇ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ। ନଚେତ ଶିକ୍ଷା ବ୍ୟବସ୍ଥା ଭୁଷୁଡିଯିବ।”

ଅନ୍ୟପକ୍ଷରେ ଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୨୨ତାରିଖରେ ପୁଣିଥରେ ବିଶାଳ ସମାବେଶ କରାଯିବ ବୋଲି ରାଜ୍ୟ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos