ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ଚେଷ୍ଟା କରୁଛନ୍ତି ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): CAAକୁ ନେଇ ସାରା ଦେଶରେ ବିରୋଧ ଦେଖା ଦେବା ପରେ ଏନେଇ କଂଗ୍ରେସକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଅପପ୍ରଚାର ଆରମ୍ଭ କରିଛି କଂଗ୍ରେସ । ଦେଶ ବିଭାଜନ ସମୟରେ ଯେଉଁ ଭୁଲ ହୋଇଥିଲା ତାକୁ ସୁଧାରିବାକୁ ମୋଦି ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ବହୁତ […]

dharmendra-1-2

dharmendra-1-2

Niharika Rout
  • Published: Thursday, 26 December 2019
  • Updated: 26 December 2019, 01:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): CAAକୁ ନେଇ ସାରା ଦେଶରେ ବିରୋଧ ଦେଖା ଦେବା ପରେ ଏନେଇ କଂଗ୍ରେସକୁ ଦାୟୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଅପପ୍ରଚାର ଆରମ୍ଭ କରିଛି କଂଗ୍ରେସ ।

ଦେଶ ବିଭାଜନ ସମୟରେ ଯେଉଁ ଭୁଲ ହୋଇଥିଲା ତାକୁ ସୁଧାରିବାକୁ ମୋଦି ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ବହୁତ ସଂଖ୍ୟାଲଘୁ ଆସି ଭାରତରେ ବସବାସ କରୁଛନ୍ତି । ସେମାନେ ୭୦ ବର୍ଷ ଧରି ଶରଣାର୍ଥୀ ଭାବେ ନିର୍ଯାତିତ ହେଉଛନ୍ତି ।  ତେଣୁ ତାଙ୍କୁ ନାଗରିକତା ଦେବା ନିମନ୍ତେ ସରକାର ଚେଷ୍ଟା କରିଛନ୍ତି ।

ଅତୀତରେ ଇନ୍ଦିରା ଗାନ୍ଧି ବାଂଲାଦେଶୀଙ୍କୁ ନାଗରିକତା ଦେଇଛନ୍ତି । କିନ୍ତୁ ଏବେ ଅସହିଷ୍ଣୁ ହୋଇ କଂଗ୍ରେସ ଏହା ବିରୋଧରେ ଅପପ୍ରଚାର ଚଲାଇଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଦେଶରେ ଏବେ ହିଂସା ବଢ଼ାଇବାକୁ ଚେଷ୍ଟା କରୁଛି କଂଗ୍ରେସ । ପ୍ରଧାନମନ୍ତ୍ରୀ  ଏନେଇ ନିବୃତ୍ତ ପାଇଁ ଅପିଲ୍ କରିଛନ୍ତି, ଯାହାକୁ  ମାନିବା ସହ ଲୋକଙ୍କୁ ସଚେତନ କରିବାକୁ ଧର୍ମେନ୍ଦ୍ର ନିବେଦନ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ ଅନୁସାରେ, ଦେଶରେ ୩ କୋଟି ପରିବାରକୁ ସଚେତନ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story