ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ଧର୍ମେନ୍ଦ୍ର

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜଗତସିଂହପୁର ଜିଲ୍ଲା ଏରସମାର ଜପାରେ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର କହିଛନ୍ତି,  ରାଜ୍ୟ ସରକାର ଏଯାଏଁ କେନ୍ଦ୍ରକୁ ଓଡ଼ିଶା ଚାଷୀଙ୍କ ତାଲିକା ଦେଇପାରିନାହାନ୍ତି । କିନ୍ତୁ ମୋଦି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି । ଓଡ଼ିଶାର ଲୋକ କାହିଁକି […]

dharmendra-pradhan

dharmendra-pradhan

Niharika Rout
  • Published: Friday, 25 December 2020
  • Updated: 25 December 2020, 02:34 PM IST

Sports

Latest News

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜଗତସିଂହପୁର ଜିଲ୍ଲା ଏରସମାର ଜପାରେ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର କହିଛନ୍ତି,  ରାଜ୍ୟ ସରକାର ଏଯାଏଁ କେନ୍ଦ୍ରକୁ ଓଡ଼ିଶା ଚାଷୀଙ୍କ ତାଲିକା ଦେଇପାରିନାହାନ୍ତି । କିନ୍ତୁ ମୋଦି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି । ଓଡ଼ିଶାର ଲୋକ କାହିଁକି ବାହାରକୁ କାମ ପାଇଁ ଯାଉଛନ୍ତି ବୋଲି କହି ସେ ଟାର୍ଗେଟ କରିଛନ୍ତି ।

ରାଜ୍ୟ ସରକାର ସୁଶାସନର ଡେଙ୍ଗୁରା ପିଟୁଥିବା ବେଳେ ଏହାର ବାସ୍ତବତା ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କହିଛନ୍ତି, ୨୦୦୧ରେ କଚ୍ଛରେ ଭୂମିକମ୍ପ ବେଳେ ଓଡ଼ିଶାରେ ହୋଇଥିଲା ମହାବାତ୍ୟା। ଏବେ କଚ୍ଛ ଉନ୍ନତିର ଶିଖରରେ ଥିବା ବେଳେ ଓଡ଼ିଶାର ସ୍ଥାନ କେଉଁଠି ବୋଲି ପ୍ରଶ୍ନ କରିଥିଲେ ।

ସେହିପରି ଜଙ୍ଗଲ ବିଭାଗ ଅଫିସର ଅଭୟକାନ୍ତ ପାଠକଙ୍କ ନାଁ ନନେଇ କିଭଳି ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରିଲା ସେ ପ୍ରସଙ୍ଗ ଉଠାଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story