ଧାନର ଏଫ୍‌ଏକ୍ୟୁ ମାନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର FAQ ମାନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ଟ୍ୱିଟ୍&zwnj; ପେଜ୍&zwnj;ରେ ବିହାରର ଉଦାହରଣ ଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,&ldquo;ଚଳିତ ବର୍ଷ ବିହାରରେ ଧାନର FAQ କୋହଳ କରାଯାଇଛି। ମୂଳ ଏମ୍&zwnj;ଏସ୍&zwnj;ପିରୁ ସାମାନ୍ୟ କମ୍ ମୂଲ୍ୟ ଧାର୍ଯ୍ୟ କରି ଚାଷୀଙ୍କୁ ସେମାନଙ୍କର ନିମ୍ନମାନର ଧାନ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି।&nbsp; ତେବେ ଓଡ଼ିଶାରେ ଅଦିନିଆ ବର୍ଷା ପ୍ରଭାବିତ ୧୫ଟି ଜିଲ୍ଲାରେ ମାନ କୋହଳ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ଦୁର୍ଭାଗ୍ୟଜନକ। ଏହାଦ୍ୱାରା ସରକାର ଅଭାବୀ ବିକ୍ରି ପାଇଁ ପରିସ୍ଥିତି ସୃଷ୍ଟି କରୁଛନ୍ତି।&rdquo;</p> <p>ଏନେଇ&nbsp; ଯବାବ ରଖିଛି ବିଜେଡି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,&ldquo; ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ରାଜ୍ୟ ସରକାର ଏଭଳି ଧାନର FAQ କୋହଳ ପାଇଁ ନିବେଦନ କରିଥିଲେ।&nbsp; କେନ୍ଦ୍ର ସରକାର ସେତେବେଳେ ମଧ୍ୟ&nbsp; FAQ କୋହଳ କରିଥିଲେ। ତେବେ ଦାମ୍&zwnj; କମାଇନଥିଲେ।&nbsp; ବର୍ତ୍ତମାନ FAQ କୋହଳ କରିବା ସହ ଦାମ୍&zwnj; କମାଇ ଦେଇଛନ୍ତି।&nbsp; ଯାହାଦ୍ୱାରା ଚାଷୀ କୌଣସି ଲାଭ ପାଇବେ ନାହିଁ।&rdquo;</p>

Ordigital Desk
  • Published: Thursday, 15 February 2018
  • Updated: 15 February 2018, 08:58 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର FAQ ମାନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ଟ୍ୱିଟ୍&zwnj; ପେଜ୍&zwnj;ରେ ବିହାରର ଉଦାହରଣ ଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,&ldquo;ଚଳିତ ବର୍ଷ ବିହାରରେ ଧାନର FAQ କୋହଳ କରାଯାଇଛି। ମୂଳ ଏମ୍&zwnj;ଏସ୍&zwnj;ପିରୁ ସାମାନ୍ୟ କମ୍ ମୂଲ୍ୟ ଧାର୍ଯ୍ୟ କରି ଚାଷୀଙ୍କୁ ସେମାନଙ୍କର ନିମ୍ନମାନର ଧାନ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି।&nbsp; ତେବେ ଓଡ଼ିଶାରେ ଅଦିନିଆ ବର୍ଷା ପ୍ରଭାବିତ ୧୫ଟି ଜିଲ୍ଲାରେ ମାନ କୋହଳ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ଦୁର୍ଭାଗ୍ୟଜନକ। ଏହାଦ୍ୱାରା ସରକାର ଅଭାବୀ ବିକ୍ରି ପାଇଁ ପରିସ୍ଥିତି ସୃଷ୍ଟି କରୁଛନ୍ତି।&rdquo;</p><p>ଏନେଇ&nbsp; ଯବାବ ରଖିଛି ବିଜେଡି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,&ldquo; ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ରାଜ୍ୟ ସରକାର ଏଭଳି ଧାନର FAQ କୋହଳ ପାଇଁ ନିବେଦନ କରିଥିଲେ।&nbsp; କେନ୍ଦ୍ର ସରକାର ସେତେବେଳେ ମଧ୍ୟ&nbsp; FAQ କୋହଳ କରିଥିଲେ। ତେବେ ଦାମ୍&zwnj; କମାଇନଥିଲେ।&nbsp; ବର୍ତ୍ତମାନ FAQ କୋହଳ କରିବା ସହ ଦାମ୍&zwnj; କମାଇ ଦେଇଛନ୍ତି।&nbsp; ଯାହାଦ୍ୱାରା ଚାଷୀ କୌଣସି ଲାଭ ପାଇବେ ନାହିଁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos