ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭାକରନ ଓ 'ନାଣ୍ଡିଆନ' ମିଶି ଓଡ଼ିଶାକୁ ଲୁଟ୍ କରୁଛନ୍ତି। ଆଜି ବଲାଙ୍ଗିରରେ ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ୍ କରି ଏଭଳି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀ ସମସ୍ୟା, ଜଳସେଚନ, ନିଯୁକ୍ତି ଆଦି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି।
ସେ କହିଛନ୍ତି-“ନବୀନ ବଲାଙ୍ଗିର ପାଇଁ କିଛି କରିନାହାନ୍ତି। ଜିଲ୍ଲାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିନାହାନ୍ତି। ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ଯୋଗାଇ ନାହାନ୍ତି। ଏପରିକି ଚାଷୀଙ୍କ ଦୁଃଖ ବୁଝି ନାହାନ୍ତି। କେବଳ ଚିଟ୍ଫଣ୍ଡ ଓ ଖଣି ଦୁର୍ନୀତି ଟଙ୍କାରେ ଗଣତନ୍ତ୍ରକୁ କିଣିବାକୁ ଦୁଃସାହସ କରୁଛନ୍ତି। ବିଜେପି ସରକାରକୁ ଆସିଲେ ବଲାଙ୍ଗିରକୁ ସ୍ମାର୍ଟ ସିଟି କରାଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିକଶିତ ଓଡ଼ିଶାର ମୁଖଶାଳା
ରାଜ୍ୟ ସରକାର ଓ ଆମେ ରାଜ୍ୟବାସୀ ଏହି କାଳଖଣ୍ଡକୁ କିଭଳି ବ୍ୟବହାର କରି ପାରୁଛେ ତାହା ଦେଖିବାକୁ ବାକି ରହିବ। ବିକାଶ ନାମରେ ବିନାଶ କରିବାକୁ କେହି ବି ଅପଚେଷ୍ଟା କଲେ ଜାଗ୍ରତ ଜନତା କ୍ଷମା ଦେବେନାହିଁ।
Miscellaneous
ଆଦିବାସୀଙ୍କ ପାଇଁ ଖୁସି ଖବର, ଏଣିକି ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ଆମେ ମୁଖ୍ୟତଃ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ। ମାତ୍ର ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।
Crime
ସାମାନ୍ୟ ବଚସା ହେଲା କାଳ; ସାଙ୍ଗ ଭୁଷି ଦେଲା ଛୁରୀ
ହଠାତ୍ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ।
Events & Festivals
ସଜେଇ ହେଲାଣି ଭୁବନେଶ୍ୱର, କାଲିଠୁ ପ୍ରବାସୀ ଭାରତୀୟଙ୍କ ମହାମେଳି
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ।
Accident
ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା ଟ୍ରଲର
ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।