‘ପ୍ରଭାକରନ ଓ 'ନାଣ୍ଡିଆନ' ମିଶି ଓଡ଼ିଶାକୁ ଲୁଟ୍ କରୁଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭାକରନ ଓ ‘ନାଣ୍ଡିଆନ’ ମିଶି ଓଡ଼ିଶାକୁ ଲୁଟ୍ କରୁଛନ୍ତି। ଆଜି ବଲାଙ୍ଗିରରେ ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ୍ କରି ଏଭଳି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀ ସମସ୍ୟା, ଜଳସେଚନ, ନିଯୁକ୍ତି ଆଦି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି-“ନବୀନ ବଲାଙ୍ଗିର ପାଇଁ କିଛି କରିନାହାନ୍ତି। ଜିଲ୍ଲାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିନାହାନ୍ତି। ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ଯୋଗାଇ ନାହାନ୍ତି। […]

dharmendra-pradhan-target-bjd

dharmendra-pradhan-target-bjd

Manoranjan Sial
  • Published: Friday, 12 April 2019
  • Updated: 12 April 2019, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭାକରନ ଓ 'ନାଣ୍ଡିଆନ' ମିଶି ଓଡ଼ିଶାକୁ ଲୁଟ୍ କରୁଛନ୍ତି। ଆଜି ବଲାଙ୍ଗିରରେ ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ୍ କରି ଏଭଳି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀ ସମସ୍ୟା, ଜଳସେଚନ, ନିଯୁକ୍ତି ଆଦି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି।

ସେ କହିଛନ୍ତି-“ନବୀନ ବଲାଙ୍ଗିର ପାଇଁ କିଛି କରିନାହାନ୍ତି। ଜିଲ୍ଲାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିନାହାନ୍ତି। ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ଯୋଗାଇ ନାହାନ୍ତି। ଏପରିକି ଚାଷୀଙ୍କ ଦୁଃଖ ବୁଝି ନାହାନ୍ତି। କେବଳ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି ଟଙ୍କାରେ ଗଣତନ୍ତ୍ରକୁ କିଣିବାକୁ ଦୁଃସାହସ କରୁଛନ୍ତି। ବିଜେପି ସରକାରକୁ ଆସିଲେ ବଲାଙ୍ଗିରକୁ ସ୍ମାର୍ଟ ସିଟି କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story