ଢେଙ୍କାନାଳ ବନ୍ଦ ବେଳେ ଭଙ୍ଗାରୁଜା ଘଟଣା: ୩ ଗିରଫ

ଢେଙ୍କାନାଳ:ଢେଙ୍କାନାଳରେ ଗତକାଲି କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ହୋଇଥିବା ଭଙ୍ଗାରୁଜା ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ୍।ଗତକାଲି ରାତିରେ ସେମାନଙ୍କୁ ଗିରଫ କରାଯାଇଛି।ଆନ୍ଦୋଳନକାରୀମାନେ ଗତକାଲି ବନ୍ଦପାଳନ ସମୟରେ ସ୍ଥାନୀୟ ପୌର ପରିଷଦ ଓ ଡିଇଓ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। କର୍ମଚାରୀମାନଙ୍କୁ ବାହାରକୁ ଆସିବାକୁ କହିବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲେ।

dkl

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 03:49 AM IST

Related story