ଟ୍ରକ୍-ଟିପର ମୁହାଁମୁହିଁ ଧକ୍କା, ୩ ମୃତ

Ordigital Desk
  • Published: Tuesday, 30 May 2017
  • , Updated: 30 May 2017, 07:50 AM IST
<p>ଢେଙ୍କାନାଳ: ଢେଙ୍କାନାଳ &nbsp;ଜିଲ୍ଲା ଗଁଦିଆ ନାରେନା ନିକଟରେ ଟ୍ରକ୍-ଟିପର ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। &nbsp;ମୃତକଙ୍କ ପରିଚୟ ମିଳି ପାରିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।</p>

Related story