ଭୂତାଣୁକୁ ବାଟ ଛାଡ଼ୁ ନାହାନ୍ତି ଭିନ୍ନକ୍ଷମ ମେରୀ , ଗାଁ ବିପଦ ମୁକ୍ତ

ସୁନ୍ଦରଗଡ( ବିଜୟ ବରୁଆ ): କିଛି କରିବାର ମନୋବଳ ଓ ଦୃଢ ଇଚ୍ଛାଶକ୍ତି ଆଗରେ ଯେତେ ବାଧା ଅସୁନା କାହିଁକି ସବୁ ଫେଲ ମାରିଥାଏ। ଆଉ ଏଭଳି କିଛି କରି ଦେଖାଇଛନ୍ତି କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ମେରୀ ଜୟନ୍ତୀ । ଆପଣ ନଦେଖିଲା ଯାଏଁ ବିଶ୍ୱାସ କରିପାରିବେ ନାହିଁ କି ଆମେ କାହିଁକି ମେରୀ ଜୟନ୍ତୀଙ୍କ ସଂଘର୍ଷର କାହାଣୀ ଆପଣଙ୍କୁ କହୁଛୁ। ସେ ଜନ୍ମ ରୁ ଦିବ୍ୟାଙ୍ଗ। ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ […]

tio

tio

Tapas Behera
  • Published: Tuesday, 29 June 2021
  • Updated: 29 June 2021, 05:14 PM IST

Sports

Latest News

ସୁନ୍ଦରଗଡ( ବିଜୟ ବରୁଆ ): କିଛି କରିବାର ମନୋବଳ ଓ ଦୃଢ ଇଚ୍ଛାଶକ୍ତି ଆଗରେ ଯେତେ ବାଧା ଅସୁନା କାହିଁକି ସବୁ ଫେଲ ମାରିଥାଏ। ଆଉ ଏଭଳି କିଛି କରି ଦେଖାଇଛନ୍ତି କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧା ମେରୀ ଜୟନ୍ତୀ । ଆପଣ ନଦେଖିଲା ଯାଏଁ ବିଶ୍ୱାସ କରିପାରିବେ ନାହିଁ କି ଆମେ କାହିଁକି ମେରୀ ଜୟନ୍ତୀଙ୍କ ସଂଘର୍ଷର କାହାଣୀ ଆପଣଙ୍କୁ କହୁଛୁ। ସେ ଜନ୍ମ ରୁ ଦିବ୍ୟାଙ୍ଗ। ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଚିଂବା ସମ୍ଭବ ହୁଏ। ଏସବୁ ସତ୍ୱେ ସେ ଅକଳ୍ପନୀୟ ଭାବେ ସକ୍ଷମ।  ଟିକିଏ ବାଟ ଚାଲିବା ତାଙ୍କ ପାଇଁ କେତେ କଷ୍ଟ ହୋଇଥାଏ।

ହାତ ଓ ଗୋଡ ଭୂଇଁ ରେ ଲଗାଇ ଗୁରୁଣ୍ଡି ଗୁରୁଣ୍ଡି ଚାଲନ୍ତି ସେ। ହେଲେ ସେ ଅଙ୍ଗନବାଡ଼ି କର୍ମୀ ହୋଇଥିବାରୁ  ଗୋଟିଏ ଗାଁର ପ୍ରାୟ ୧୫୦ ପରିବାର ଲୋକଙ୍କ ଭାଗ୍ୟ ତାଙ୍କ ଉପରେ ନିର୍ଭର କରେ। କେବଳ ଯେ ମହାମାରୀ  ସହ ଲଢୁନାହାନ୍ତି ସେହି ଗାଁର ଛୋଟ ଛୋଟ କୁନିକୁନି ପିଲାଙ୍କ ଭାଗ୍ୟ  ଓ ଭବିଷ୍ୟତ ମଧ୍ୟ ତାଙ୍କ ହାତରେ।

ପିଲାଙ୍କ ଠାରୁ ଆାରମ୍ଭ କରି ଗର୍ଭବତୀ ମାଙ୍କ ସୁରକ୍ଷା ବି ତାଙ୍କ ହାତରେ। ହାତ ଗୋଡ ନଚଳିଲେ କଣ ହେଲା ମାହାମାରୀ ସହ ଲଢିବା ପାଇଁ ଏଇ ଅବସ୍ଥାରେ ମଧ୍ୟ ଆଗକୁ ଚାଲିଆସିଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଅଧୀନ ରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡ଼ି କେନ୍ଦ୍ରର ଦାୟତିତ୍ୱ ରେ ରହିଛନ୍ତି ମେରୀ ଜୟନ୍ତୀ ଟିଗା। ଅଙ୍ଗନବାଡ଼ି ଦିଦି ଭାବେ ଗାଁ ଯାକର ଭାର ତାଙ୍କ ମୁଣ୍ଡରେ।  କରୋନା ଭଳି ମାହାମରୀ ରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି ଦିଦି ଘରେ ବସି ଜନସାଧାରଣଙ୍କୁ ଟେଲି ସେବା ଯୋଗାଇ ଦେଉଥିବା ବେଳେ ଜୟନ୍ତୀ ଏହି କଥା କୁ ବିଶ୍ୱାସ କରନ୍ତି ନାହିଁ। ତାଙ୍କ ମତରେ ଲୋକଙ୍କ ପାଖରେ ପହଚିଂଲେ ହିଁ ଲୋକଙ୍କ ଦୁଖଃ ବୁଝିବା ସମ୍ଭବ। ଆଉ କରୋନା ମହାମରୀରେ ଏହି ସହଯୋଗ ଲୋକଙ୍କୁ ବେଶୀ ଦରକାର।

ମେରୀ ଜୟନ୍ତୀ ଟିଗା ଲେଫ୍ରିପଡା ବ୍ଲକର ବଣ ପାହାଡ ଘେରା ଭଅଁରଖୋଲ ଗାଁ ପାଇଁ ଏକ ଜଣାଶୁଣା ନାଁ। ପ୍ରତିଦିନ ମେରୀ ନିଜ ଘରୁ ବାହାରିପଡନ୍ତି। ପ୍ରଥମେ ନିଜ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ସେଠାରେ ଝାଡୁ ମାରି ସଫା କରିବା ସହ ପିଲାଙ୍କୁ ଔଷଧ ଦେବା ସହ ଓଜନ କରିଥାନ୍ତି। ମାହାମରୀ ପାଇଁ ଏବେ ପାଠପଢା ବନ୍ଦ ଥିବାରୁ ଚାଲିଯାଆନ୍ତି ପିଲାମାନଙ୍କ ଘରକୁ । ସେଠାରେ ପାଠପଢା ପରେ ଗର୍ଭବତୀ ମାମାନଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ଦିଆଯଉଥିବା ଔଷଧ ଓ ଖାଦ୍ୟ ପ୍ରଦାନ କରିବା ପରେ ଆରମ୍ଭ ହୋଯାଇଥାଏ ତାଙ୍କର ମିଶନ କରୋନା ।

ଆଉ ଘରକୁ ଘର ଯାଇ  ଯେଉଁ ଲୋକ ବାହାର ରାଜ୍ୟ କି ବାହାର ଜିଲ୍ଲାରୁ ଆସିଛନ୍ତି ତାଙ୍କ ଘର ଏବଂ  ଲୋକଙ୍କ ତାପମାତ୍ରା  ଯାଚଂ କରିଥାନ୍ତି। ପାହାଡିଆ ଅଚଂଳ ହୋଇଥିବାରୁ ପାହାଡ ଚଢିବା ତାଙ୍କ ପାଇଁ କଷ୍ଟକର ହୋଇଥିବା ବେଳେ ମଧ୍ୟ ସେ ପଛଘୁଂଚା ଦେଇ ନାହାନ୍ତି। ସେ ପାହାଡିଆ ରାସ୍ତାରେ ଧୀରେ ଧୀରେ ଚଢି ଲୋକଙ୍କ ଘରେ ପହଚିଂ ଟିକାକରଣ ପାଇଁ ପ୍ରବର୍ତାଇଥାନ୍ତି। ଦୀର୍ଘ ୧୪ ବର୍ଷ ହେବା ସେ ଏହି ଗାଁରେ ଅଙ୍ଗନବାଡ଼ି କର୍ମୀ ଭାବରେ ଏହିଗାଁ ରେ କାର୍ଯ୍ୟ କରିଆସୁଛନ୍ତି। ଆଉ ମାହାମାରୀ ସମୟରେ ତାଙ୍କ କାର୍ଯ୍ୟ ଅତୁଳନୀୟ। ତାଙ୍କ କଟକଣା ଓ ଲୋକଙ୍କୁ ସଚେତନ କରାଇବା ଯୋଗୁଁ ଆଜି ପର୍ଯ୍ୟନ୍ତ ରେ ଗାଁ ରେ ଗୋଟିଏ ମଧ୍ୟ ପଜିଟିଭ କେଶ୍ ‍ ବାହାରିନଥିବା କହିଛନ୍ତି ଗ୍ରାମବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story