ରିପୁ ନିରାଶ, ଦିଲ୍ଲୀପ ପଣ୍ଡା ହେଲେ ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଛନ୍ତି । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ନିରାଶ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ, କଂଗ୍ରେସ ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ […]

dillp-panda

dillp-panda

Manoranjan Sial
  • Published: Wednesday, 25 September 2019
  • Updated: 25 September 2019, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିବ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ନାଁ ଘୋଷଣା କରିଛନ୍ତି । ଏହାସହିତ ବିଜେପୁରରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବରିଷ୍ଠ ନେତା ରିପୁନାଥ ସେଠ୍ ଓ ତାଙ୍କ ପୁଅ ଅଭିଷେକ ସେଠଙ୍କୁ ନିରାଶ ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ, କଂଗ୍ରେସ ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା। କମିଟି ଗତ ଦୁଇଦିନ ଧରି ବିଚାରବିମର୍ଶ କରିବା ପରେ ୫ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ବିଚାରବିମର୍ଶ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଦିଲ୍ଲୀପ ପଣ୍ଡାଙ୍କ ନାଁ ଉପରେ ମୋହର ମାରିଛନ୍ତି। ସୂଚନାଯୋଗ୍ୟ, ପିସିସି ପକ୍ଷରୁ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଓ ରବୀନ୍ଦ୍ର ପଣ୍ଡାଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା। ରିପୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଶ୍ରୀ ପଣ୍ଡାଙ୍କୁ ଦଳୀୟ ଟିକେଟ୍ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story