ନୀଳ ଆକାଶରେ ଉଡ଼ିଲେ ନୀଳ ପରୀ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କଥା ହୋଇପାରୁ ନାହାନ୍ତି କି ଶୁଣିପାରି ନାହାନ୍ତି। ହେଲେ ନୀଳ ଆକାଶରେ ଉଡ଼ିବାର ବହୁ ଇଚ୍ଛା ଥିଲା। ଛୋଟ ଛୋଟ ପିଲାଙ୍କ ଏହି ସ୍ୱପ୍ନକୁ ସାକାର କରାଇଛନ୍ତି ରୋଟାରିଆନ ତଥା ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ। ଯାହାଫଳରେ ଆଜି ମୁକ ବଧିର ସ୍କୁଲର ପିଲାମାନେ ଆଜି ହେଲିକପ୍ଟରରେ ବସି ନୀଳ ଆକାଶରେ ଉଡ଼ିଛନ୍ତି। ଆଉ ଦୂର ଦିଗ୍‌ବଳୟରୁ ଷ୍ଟିଲ୍‌ସିଟି ରାଉରକେଲାକୁ ମନଭରି ଉପଭୋଗ କରିଛନ୍ତି। ରାଉରକେଲା ୭ ନମ୍ବର ସେକ୍ଟରରେ ରହିଛି ଏକ […]

Rourkela

Rourkela

Manoranjan Sial
  • Published: Tuesday, 02 March 2021
  • Updated: 02 March 2021, 03:46 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କଥା ହୋଇପାରୁ ନାହାନ୍ତି କି ଶୁଣିପାରି ନାହାନ୍ତି। ହେଲେ ନୀଳ ଆକାଶରେ ଉଡ଼ିବାର ବହୁ ଇଚ୍ଛା ଥିଲା। ଛୋଟ ଛୋଟ ପିଲାଙ୍କ ଏହି ସ୍ୱପ୍ନକୁ ସାକାର କରାଇଛନ୍ତି ରୋଟାରିଆନ ତଥା ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ। ଯାହାଫଳରେ ଆଜି ମୁକ ବଧିର ସ୍କୁଲର ପିଲାମାନେ ଆଜି ହେଲିକପ୍ଟରରେ ବସି ନୀଳ ଆକାଶରେ ଉଡ଼ିଛନ୍ତି। ଆଉ ଦୂର ଦିଗ୍‌ବଳୟରୁ ଷ୍ଟିଲ୍‌ସିଟି ରାଉରକେଲାକୁ ମନଭରି ଉପଭୋଗ କରିଛନ୍ତି।

ରାଉରକେଲା ୭ ନମ୍ବର ସେକ୍ଟରରେ ରହିଛି ଏକ ମୁକ ବଧିର ସ୍କୁଲ। ରାଉରକେଲା ରୋଟାରୀ କ୍ଲବ୍‌ ମିଡ୍‌ ଟାଉନ୍‌ ପକ୍ଷରୁ ପରିଚାଳିତ ଏହି ସ୍କୁଲର ପିଲାମାନେ ମଙ୍ଗଳବାର ହେଲିକପ୍ଟରରେ ଆକାଶରେ ଉଡ଼ିଛନ୍ତି। ରୋଟାରିଆନ୍‌ ତଥା ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକ ପିଲାମାନଙ୍କୁ ହେଲିକପ୍ଟରରେ ଉଡାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି।

ହେଲିକପ୍ଟରରେ ଉଡିବା ପରେ ପିଲାମାନଙ୍କ ଖୁସିର ଠିକଣା ନଥିଲା। ସେମାନେ ବହୁ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି। ନିଜ ଭିତରେ ଥିବା ଖୁସିକୁ ସେମାନେ କହିପାରୁନାହାନ୍ତି ସତ, ହେଲେ ମୁହଁରେ ତାହା ପ୍ରତିଫଳିତ ହେଉଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ ସ୍କୁଲର ୧୫ ଜଣ ଛାତ୍ରଛାତ୍ରୀ ତଥା ପାଞ୍ଚ ଜଣ ଶିକ୍ଷକ ଉଡ଼ିଥିଲେ। ଆଗକୁ ଏହା ଜାରି ରହିବ ବୋଲି ଆୟୋଜକ ରୋଟାରୀ କ୍ଲବ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story