ବଲାଙ୍ଗିର ଓ ଗୁଣୁପୁରରେ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ

ବଲାଙ୍ଗିର/ଗୁଣୁପୁର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଓ ଗୁଣୁପୁରରେ ପ୍ରାର୍ଥୀ ତାଲିକାକୁ ନେଇ ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଏହାକୁ ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ବାସୁଦେବ ପତି ତୀବ୍ର ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି ବାସୁଦେବ। ସେ କହିଛନ୍ତି, ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ […]

basudev

basudev

Tapaswini Nayak
  • Published: Sunday, 24 March 2019
  • Updated: 24 March 2019, 02:24 PM IST

Sports

Latest News

ବଲାଙ୍ଗିର/ଗୁଣୁପୁର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଓ ଗୁଣୁପୁରରେ ପ୍ରାର୍ଥୀ ତାଲିକାକୁ ନେଇ ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଏହାକୁ ଗତ ଥରର ବିଜେପି ବିଧାୟକ ପ୍ରାର୍ଥୀ ବାସୁଦେବ ପତି ତୀବ୍ର ବିରୋଧ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି ବାସୁଦେବ। ସେ କହିଛନ୍ତି, ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା ନିଜ ଭିତରେ ବୁଝାମଣା କରି ନିଜକୁ ସୁହାଇଲା ଭଳି ଲୋକଙ୍କୁ ଟିକେଟ ଦେଉଛନ୍ତି।”

ଅନ୍ୟପକ୍ଷରେ ବାସୁଦେବ ପତିଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲାଙ୍ଗିର ବିଜେପିର ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ। କାହାର ବ୍ୟକ୍ତିଗତ ମତକୁ ନେଇ ମୁଁ କିଛି କହିପାରିବି ନାହିଁ। ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଦଳ ପାଇଁ ଯେଉଁମାନେ ଦୀର୍ଘ ବର୍ଷ ହେଲା କାମ କରୁଛନ୍ତି ସେମାନେ କାହା କଥାରେ ଭାସି ଯିବେ ନାହିଁ।”

ସେହିପରି ରାୟଗଡ଼ା ଜିଲ୍ଲା ଗୁଣପୁର ବିଧାନସଭା ପାଇଁ ଶିଶିର ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି ବିଜେପି। ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଆଶାୟୀ ଥିବା ରାମମୂର୍ତ୍ତୀ ମୁଟ୍ଟିକା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି। ଏଥିସହ ଦଳ କେଉଁ ଆଧାରରେ ଶିଶିରଙ୍କୁ ପ୍ରାର୍ଥୀ କଲା ତାହାର ସ୍ଫଷ୍ଟୀକରଣ ଦେବକୁ ଦାବି କରିଛନ୍ତି।

ଏହାର ଜବାବ ରଖିଛନ୍ତି ଶିଶିର। ସେ କହିଛନ୍ତି, “ରାମମୂର୍ତ୍ତି ଏତେ ଲୋକପ୍ରିୟ ଯେ, ୨୦୧୭ ପଞ୍ଚାୟତରେ ତାଙ୍କ ଝିଅ ସମିତିମେମ୍ବରରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଏଥିରୁ ଜାଣିପାରିବେ ସେ କେତେ ଲୋକପ୍ରିୟ ଓ କେତେ ମିଛ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story