୨ୟ ପର୍ଯ୍ୟାୟ ଯୁକ୍ତଦୁଇ କଟଅଫ୍ ମାର୍କସ: ରେଭେନସାରେ ସର୍ବାଧିକ ୯୦.୩୩ ପ୍ରତିଶତ

ଭୁବନେଶ୍ୱର: ଯୁକ୍ତଦୁଇ ୨ୟ ପର୍ଯ୍ୟାୟ କଟଅଫ୍ ମାର୍କସ ଆଜି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗର ୱେବସାଇଡରେ ଉପଲବ୍ଧ ହେଉଛି। କଟଅଫ୍ ମାର୍କସ ଅନୁସାରେ ଛାତ୍ରୀଛାତ୍ରମାନେ ସେମାନଙ୍କ ମନୋନୀତ କଲେଜରେ ନାମ ଲେଖାଇ ପାରିବେ। ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପରେ ଖାଲି ପଡିଥିବା ବାକି ସିଟ୍ ଲାଗି ନାମ ୨୧ ତାରିଖରେ ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟରେ ବିଜେବି ଓ ରେଭେନସାରେ ବିଜ୍ଞାନରେ ସର୍ବାଧିକ କଟଅଫ୍ ମାର୍କସ ଥିଲା। […]

chsc

chsc

Rakesh Mallick
  • Published: Monday, 13 July 2015
  • Updated: 13 July 2015, 07:11 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତଦୁଇ ୨ୟ ପର୍ଯ୍ୟାୟ କଟଅଫ୍ ମାର୍କସ ଆଜି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗର ୱେବସାଇଡରେ ଉପଲବ୍ଧ ହେଉଛି। କଟଅଫ୍ ମାର୍କସ ଅନୁସାରେ ଛାତ୍ରୀଛାତ୍ରମାନେ ସେମାନଙ୍କ ମନୋନୀତ କଲେଜରେ ନାମ ଲେଖାଇ ପାରିବେ। ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପରେ ଖାଲି ପଡିଥିବା ବାକି ସିଟ୍ ଲାଗି ନାମ ୨୧ ତାରିଖରେ ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟରେ ବିଜେବି ଓ ରେଭେନସାରେ ବିଜ୍ଞାନରେ ସର୍ବାଧିକ କଟଅଫ୍ ମାର୍କସ ଥିଲା। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ରେଭେନସାରେ ସର୍ବାଧିକ କଟଅଫ୍ ମାର୍କସ ରହିଛି। ୨ୟ ପର୍ଯ୍ୟାୟରେ ରେଭେନସାରେ ବିଜ୍ଞାନରେ ୯୦.୩୩, କଳାରେ ୬୭.୬୭ ଓ ବାଣିଜ୍ୟରେ ୭୪.୫ ପ୍ରତିଶତ ରହିଛି । ସେହିପରି ବିଜେବିରେ ବିଜ୍ଞାନରେ ୯୦, କଳାରେ ୭୦ ଓ ବାଣିଜ୍ୟରେ ୭୯.୫୦ ପ୍ରତିଶତ ରହିଛି। ରାମାଦେବୀରେ ବିଜ୍ଞାନରେ ୮୪, କଳାରେ ୬୫.୮୩ ଓ ବାଣିଜ୍ୟରେ ୬୧.୧୭ ପ୍ରତିଶତ ରହିଛି। ବେସିକ ସାଇନ୍ସରେ କଟଅଫ୍ ମାର୍କସ ୮୬.୮୩ ରହିଛି।

ସେହିପରି ଏଫଏମ ଜୁନିୟର କଲେଜରେ ବିଜ୍ଞାନରେ ୮୫.୩୩, କଳାରେ ୭୦.୩ ଓ ବାଣିଜ୍ୟରେ ୩୩ ପ୍ରତିଶତ ରହିଛି। ଜିଏମ ଜୁନିୟର କଲେଜରେ ବିଜ୍ଞାନରେ ୮୦.୬୭, କଳାରେ ୫୯.୮୩ ଓ ବାଣିଜ୍ୟରେ ୬୫.୩୩ ପ୍ରତିଶତ ରହିଛି। ଖଲ୍ଲିକୋଟ ଜୁନିୟର କଲେଜରେ ବିଜ୍ଞାନରେ ୮୫.୫, କଳାରେ ୬୦ ଓ ବାଣିଜ୍ୟରେ ୬୪.୬୭ ପ୍ରତିଶତ ରହିଛି। ବିକ୍ରମଦେବ ଜୁନିୟର କଲେଜରେ ବିଜ୍ଞାନରେ ୭୪.୧, କଳାରେ ୬୨ ଓ ବାଣିଜ୍ୟରେ ୫୭ ପ୍ରତିଶତ ରହିଛି। ଏସସିଏସରେ ବିଜ୍ଞାନରେ ୭୧, କଳାରେ ୬୩.୧୭ ଓ ବାଣିଜ୍ୟରେ ୫୦.୧୭ କଟଅଫ୍ ମାର୍କସ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story