ଢେଙ୍କାନାଳ: ବଳରାମପ୍ରସାଦରେ ଇଣ୍ଡିକା-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ

ଢେଙ୍କାନାଳ: ଶୁକ୍ରବାର ସକାଳେ  ଢେଙ୍କାନାଳ  ବଳରାମପ୍ରସାଦ ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣାରେ ୩  ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ନାମ ସର୍ବେଶ୍ୱର ସାହୁ, ଓଁ ଇଶ୍ୱରୀ କବି କନ୍ୟା ଏବଂ ଡ୍ରାଇଭର କିରଣ ଭୁକ୍ତା ବୋଲି ଜଣାପଡିଛି। ସମସ୍ତ ୩ ଜଣ ଯାକଙ୍କ ଘର ତାଳଚେର ଅଞ୍ଚଳରେ। ତାଳଚେରରୁ କଟକ ଯାଉଥିବା ଏକ ଇଣ୍ଡିକା କାର୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ରାସ୍ତା କଡରେ ଥିବା ଖାଲ ମଧ୍ୟକୁ ଖସି […]

accident

accident

Rakesh Mallick
  • Published: Friday, 11 September 2015
  • Updated: 11 September 2015, 12:11 PM IST

Sports

Latest News

dklଢେଙ୍କାନାଳ: ଶୁକ୍ରବାର ସକାଳେ  ଢେଙ୍କାନାଳ  ବଳରାମପ୍ରସାଦ ନିକଟରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣାରେ ୩  ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ନାମ ସର୍ବେଶ୍ୱର ସାହୁ, ଓଁ ଇଶ୍ୱରୀ କବି କନ୍ୟା ଏବଂ ଡ୍ରାଇଭର କିରଣ ଭୁକ୍ତା ବୋଲି ଜଣାପଡିଛି। ସମସ୍ତ ୩ ଜଣ ଯାକଙ୍କ ଘର ତାଳଚେର ଅଞ୍ଚଳରେ।

ତାଳଚେରରୁ କଟକ ଯାଉଥିବା ଏକ ଇଣ୍ଡିକା କାର୍ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ରାସ୍ତା କଡରେ ଥିବା ଖାଲ ମଧ୍ୟକୁ ଖସି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

dkl

୫୫ ନମ୍ୱର ଜାତୀୟ ରାଜପଥର  ପ୍ରାୟ ୧୦୦ କିଲୋମିଟର ରାସ୍ତାର ବିଭିନ୍ନ  ସ୍ଥାନରେ ଖାଲଖମା ଯୋଗୁଁ ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story