ଡିସେମ୍ବର ସୁଦ୍ଧା ଜନସେବା କେନ୍ଦ୍ରରେ ମିଳିବ ଡିଏଲ୍ ଓ ଗାଡ଼ି ରେଜିଷ୍ଟ୍ରେସନ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରଟିଓ ଅଫିସରେ ଜନସାଧାରଣଙ୍କ ଭିଡ଼ ହ୍ରାସ କରିବା ପାଇଁ ଜନସେବା କେନ୍ଦ୍ର(ସିଏସସି)ଗୁଡ଼ିକ ମାଧ୍ୟମରେ ଅନଲାଇନ୍ ମୋଡ୍ ରେ ବିଭିନ୍ନ ପ୍ରକାରର ପରିବହନ ସେବା ଉପଲବ୍ଧ ହେବ। ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜିକରଣ ପ୍ରମାଣପତ୍ର, ଗାଡ଼ିର ମାଲିକାନା ପରିବର୍ତ୍ତନ ଓ ରାଜସ୍ୱ ଆଦାୟ ଆଦି ପରିବହନ ସେବାକୁ ଅନଲାଇନ ମାଧ୍ୟମରେ କରିବା ନିମନ୍ତେ ଜନସେବା କେନ୍ଦ୍ରକୁ ଲିଙ୍କ୍ କରାଯିବ। ଡିସେମ୍ବର ମାସ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର […]

nnnn

nnnn

Tapas Behera
  • Published: Tuesday, 05 November 2019
  • Updated: 05 November 2019, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରଟିଓ ଅଫିସରେ ଜନସାଧାରଣଙ୍କ ଭିଡ଼ ହ୍ରାସ କରିବା ପାଇଁ ଜନସେବା କେନ୍ଦ୍ର(ସିଏସସି)ଗୁଡ଼ିକ ମାଧ୍ୟମରେ ଅନଲାଇନ୍ ମୋଡ୍ ରେ ବିଭିନ୍ନ ପ୍ରକାରର ପରିବହନ ସେବା ଉପଲବ୍ଧ ହେବ। ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜିକରଣ ପ୍ରମାଣପତ୍ର, ଗାଡ଼ିର ମାଲିକାନା ପରିବର୍ତ୍ତନ ଓ ରାଜସ୍ୱ ଆଦାୟ ଆଦି ପରିବହନ ସେବାକୁ ଅନଲାଇନ ମାଧ୍ୟମରେ କରିବା ନିମନ୍ତେ ଜନସେବା କେନ୍ଦ୍ରକୁ ଲିଙ୍କ୍ କରାଯିବ। ଡିସେମ୍ବର ମାସ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପରିବହନ ସେବା ଯୋଗାଣ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଫାଇଭ-ଟି ଆଧାରିତ ପରିବହନ ସେବା ଯୋଗାଣକୁ ତ୍ୱରାନ୍ୱିତ କରି ଅନଲାଇନରେ ଅଧିକରୁ ଅଧିକ ସେବା କିଭଳି ସାଧାରଣ ଲୋକ ପାଇବେ ତାହା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ପରିବହନ ବିଭାଗ ପ୍ରମୁଖ ସଚିବ ଗୁଡ଼େ ଶ୍ରୀନିବାସ କହିଛନ୍ତି ଯେ ଏବେ ନୂଆ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଯେକୌଣସି ସ୍ଥାନରୁ ଜଣେ ଯୋଗ୍ୟ ଆବେଦନକାରୀ ନିଜର ଇଚ୍ଛା ଅନୁସାରେ ଯେକୌଣସି ଆରଟିଓ ଅଫିସକୁ ଲାଇସେନ୍ସ ପାଇଁ ଦରଖାସ୍ତ କରିପାରିବେ। ପ୍ରାଥମିକ ଭାବେ ଲର୍ଣ୍ଣସ ଲାଇସେନ୍ସ ଓ ପରବର୍ତ୍ତୀ ସମୟରେ ଡ୍ରାଇଭିଂ ଲାଇସେନ୍ସ ଆଦି ପାଇଁ ଦେୟ ଅନଲାଇନ ମାଧ୍ୟମରେ ପୈଠ କରିପାରିବେ। ଏହାଫଳରେ ଆରଟିସ ଅଫିସ ଆସି ଆଉ ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥାରେ ପ୍ରାୟ ୧୨ଲକ୍ଷ ନାଗରିକ ଉପକୃତ ହେବେ।

ନୂଆଗାଡ଼ିର ପଞ୍ଜିକରଣ, ଋଣ-ବନ୍ଧକ ଓ ବନ୍ଧକମୁକ୍ତ ସ୍ୱୀକୃତି, ଠିକଣା ପରିବର୍ତ୍ତନ, ଫିଟନେସ ପ୍ରମାଣପତ୍ର ଓ ପଞ୍ଜିକରଣ ନବୀକରଣ ଆଦି ବ୍ୟବସ୍ଥା ମଧ୍ୟ ଅନଲାଇନ ମୋଡରେ ସିଏସସିଗୁଡ଼ିକରେ ଉପଲବ୍ଧ କରାଯିବ। ଏଥିରେ ଅନଲାଇନ ଦସ୍ତାବିଜ ଦାଖଲର ବ୍ୟବସ୍ଥା ମଧ୍ୟ ରହିବ। ପରିବହନ ସେବାର ସମସ୍ତ ଦେୟକୁ ଅନଲାଇନରେ ପୈଠ ବ୍ୟବସ୍ଥା କରାଯାଇଛି। ଏବେ ମିଳୁଥିବା ରାଜସ୍ୱର ପ୍ରାୟ ୬୫% ଅନଲାଇନରେ ମିଳୁଛି । ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ଏହି ପରିମାଣକୁ ୯୦% କୁ ବୃଦ୍ଧି ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଏହି ଅବଧିରେ ପରିବହନ ରାଜସ୍ୱ ୧୦୦୧ କୋଟି ଟଙ୍କା ମିଳିଥିବାବେଳେ ଚଳିତବର୍ଷ ଏହି ଅବଧିରେ ୧୦୦୪କୋଟି ଟଙ୍କା ମିଳିଛି। ଏହି ରାଜସ୍ୱର ପ୍ରାୟ ୮୦ ପ୍ରତିଶତ ଅର୍ଥ ନୂଆ ଗାଡ଼ି ପଞ୍ଜିକରଣ ଓ ରୋଡ୍ ଟ୍ୟାକ୍ସ ବାବଦରେ ଆଦାୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story