ଡିଏମଇଟି ରିପୋର୍ଟ :ଶିଶୁଭବନ ପରିଚାଳନା ଓ  ପ୍ରଶାସନିକ ବ୍ୟବସ୍ଥାରେ ଥିଲା ତ୍ରୁଟି

କଟକ: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣା ପାଇଁ ହସ୍ପିଟାଲ୍ ପରିଚାଳନା ଓ ପ୍ରାଶାସନିକ ବ୍ୟବସ୍ଥାରେ ତ୍ରୁଟି ଦାୟୀ। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଏମ୍ଇଟି ରିପୋର୍ଟ ଆଧାରରେ ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏହି ସୂଚନା ଦେଇଛନ୍ତି। ରିପୋର୍ଟରେ ଶିଶୁମୃତ୍ୟୁ ଲାଗି କ୍ଲିନିକାଲ୍ ନେଗଲିଜେନ୍ସି ହୋଇ ନଥିବା ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ବହୁ ଶିଶୁ ରୋଗୀଙ୍କୁ ଶିଶୁଭବନକୁ ଅଣାଯାଇଥିଲା। ପ୍ରାୟ ୮୦ ପ୍ରତିଶତରୁ ଅଧିକ ରୋଗୀ ଦୂରଦୂରାନ୍ତରୁ ଆସିଥିବା ନେଇ ଡିଏମ୍ଇଟି ରିପୋର୍ଟରେ ଦର୍ଶାଯାଇଥିବା ସ୍ୱାସ୍ଥ୍ୟ […]

heath

heath

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 01:01 PM IST

Sports

Latest News

କଟକ: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣା ପାଇଁ ହସ୍ପିଟାଲ୍ ପରିଚାଳନା ଓ ପ୍ରାଶାସନିକ ବ୍ୟବସ୍ଥାରେ ତ୍ରୁଟି ଦାୟୀ। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଏମ୍ଇଟି ରିପୋର୍ଟ ଆଧାରରେ ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏହି ସୂଚନା ଦେଇଛନ୍ତି। ରିପୋର୍ଟରେ ଶିଶୁମୃତ୍ୟୁ ଲାଗି କ୍ଲିନିକାଲ୍ ନେଗଲିଜେନ୍ସି ହୋଇ ନଥିବା ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ବହୁ ଶିଶୁ ରୋଗୀଙ୍କୁ ଶିଶୁଭବନକୁ ଅଣାଯାଇଥିଲା। ପ୍ରାୟ ୮୦ ପ୍ରତିଶତରୁ ଅଧିକ ରୋଗୀ ଦୂରଦୂରାନ୍ତରୁ ଆସିଥିବା ନେଇ ଡିଏମ୍ଇଟି ରିପୋର୍ଟରେ ଦର୍ଶାଯାଇଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଶିଶୁଭବନ ଅଧିକ୍ଷକ ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ଆଜି ବଦଳି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story