ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ ଘଟଣା: ଡିଏନ୍‌ଏ ଟେଷ୍ଟ ପାଇଁ ସଂଗ୍ରହ ହେଲା ରକ୍ତ ନମୁନା

<p>କଟକ: କଟକ ଏସ୍&zwnj;ସିବି ମେଡିକାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ଡିଏନ୍&zwnj;ଏ ଟେଷ୍ଟ ପାଇଁ ଅଭିଯୋଗକାରୀ ଦମ୍ପତି ଓ ଶିଶୁକନ୍ୟାଙ୍କର ରକ୍ତ ନମୁନା ହୋଇଛି। ମଙ୍ଗଳାବାଗ ପୋଲିସ ଉପସ୍ଥିତିରେ ରକ୍ତ ନମୁନା ସଂଗ୍ରହ ହୋଇଛି। ସଦର ଏସ୍&zwnj;ଡିଜେଏମ୍&zwnj; କୋର୍ଟରେ ଏହି ରକ୍ତ ନମୁନା ଦାଖଲ ହେବ। ଏହାପରେ ଫରେନ୍&zwnj;ସିକ ଲ୍ୟାବ୍&zwnj;କୁ ପଠାଯିବ।</p> <p>ଗତ ୨୬ ତାରିଖରେ ଯାଜପୁର ଜିଲ୍ଲାର ପ୍ରହ୍ଲାଦ ମହାପାତ୍ରଙ୍କ ସ୍ତ୍ରୀ ସନ୍ତାନ ପ୍ରସବ କରିଥିଲେ। ତାଙ୍କୁ ଶିଶୁକନ୍ୟା ହସ୍ତାନ୍ତର କରିବା ପରେ ସେ ନେବାକୁ ରାଜି ହୋଇ ନଥିଲେ। ଶିଶୁ କନ୍ୟା ତାଙ୍କର ନୁହେଁ ବୋଲି ଅଡ଼ି ବସିବା ସହ ଡିଏନଏ ଟେଷ୍ଟ ପାଇଁ ସେ ଓ ତାଙ୍କ ସ୍ୱାମୀ ଦାବି କରିଥିଲେ। ଗତ ୨୮ ତାରିଖରେ ଏନେଇ&nbsp; ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ଡିଏନ୍&zwnj;ଏ ଟେଷ୍ଟ ପାଇଁ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ।</p>

Ordigital Desk
  • Published: Saturday, 03 February 2018
  • Updated: 03 February 2018, 12:21 PM IST

Sports

Latest News

<p>କଟକ: କଟକ ଏସ୍&zwnj;ସିବି ମେଡିକାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ଡିଏନ୍&zwnj;ଏ ଟେଷ୍ଟ ପାଇଁ ଅଭିଯୋଗକାରୀ ଦମ୍ପତି ଓ ଶିଶୁକନ୍ୟାଙ୍କର ରକ୍ତ ନମୁନା ହୋଇଛି। ମଙ୍ଗଳାବାଗ ପୋଲିସ ଉପସ୍ଥିତିରେ ରକ୍ତ ନମୁନା ସଂଗ୍ରହ ହୋଇଛି। ସଦର ଏସ୍&zwnj;ଡିଜେଏମ୍&zwnj; କୋର୍ଟରେ ଏହି ରକ୍ତ ନମୁନା ଦାଖଲ ହେବ। ଏହାପରେ ଫରେନ୍&zwnj;ସିକ ଲ୍ୟାବ୍&zwnj;କୁ ପଠାଯିବ।</p><p>ଗତ ୨୬ ତାରିଖରେ ଯାଜପୁର ଜିଲ୍ଲାର ପ୍ରହ୍ଲାଦ ମହାପାତ୍ରଙ୍କ ସ୍ତ୍ରୀ ସନ୍ତାନ ପ୍ରସବ କରିଥିଲେ। ତାଙ୍କୁ ଶିଶୁକନ୍ୟା ହସ୍ତାନ୍ତର କରିବା ପରେ ସେ ନେବାକୁ ରାଜି ହୋଇ ନଥିଲେ। ଶିଶୁ କନ୍ୟା ତାଙ୍କର ନୁହେଁ ବୋଲି ଅଡ଼ି ବସିବା ସହ ଡିଏନଏ ଟେଷ୍ଟ ପାଇଁ ସେ ଓ ତାଙ୍କ ସ୍ୱାମୀ ଦାବି କରିଥିଲେ। ଗତ ୨୮ ତାରିଖରେ ଏନେଇ&nbsp; ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପରେ ଡିଏନ୍&zwnj;ଏ ଟେଷ୍ଟ ପାଇଁ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos