ଡାକ୍ତରଙ୍କ ଅବସର ବୟସସୀମା ବଢ଼ାଇବାକୁ ଓମସାର ବିରୋଧ

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟସସୀମା ବଢ଼ାଇବାକୁ ଓଡ଼ିଶା ମେଡିକାଲ୍ ଆସୋସିଏସନ୍ (ଓମସା) ବିରୋଧ କରିଛି।  ଓମସା ପକ୍ଷରୁ କୁହାଯାଇଛି ରାଜ୍ୟରେ ଡ଼ାକ୍ତରଙ୍କ ଅଭାବ ଆଳ ଦେଖାଇ ସରକାର ପୁଣିଥରେ ଓଡ଼ିଶା ମେଡିକାଲ ସର୍ଭିସ କ୍ୟାଡର ଡାକ୍ତରମାନଙ୍କ ଅବସର ବୟସସୀମା ୬୨ରୁ ୬୫ବର୍ଷ କରିବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବ। ସମାୟୁନିଭିତ୍ତିକ ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥା ସହ ଓପିଏସି ମାଧ୍ୟମରେ ସରକାର ଡାକ୍ତର ନିଯୁକ୍ତି କରନ୍ତୁ ବୋଲି ଓମସା ଦାବି କରିଛି।       […]

omasha

Rakesh Mallick
  • Published: Friday, 25 December 2015
  • , Updated: 25 December 2015, 03:35 AM IST

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟସସୀମା ବଢ଼ାଇବାକୁ ଓଡ଼ିଶା ମେଡିକାଲ୍ ଆସୋସିଏସନ୍ (ଓମସା) ବିରୋଧ କରିଛି।  ଓମସା ପକ୍ଷରୁ କୁହାଯାଇଛି ରାଜ୍ୟରେ ଡ଼ାକ୍ତରଙ୍କ ଅଭାବ ଆଳ ଦେଖାଇ ସରକାର ପୁଣିଥରେ ଓଡ଼ିଶା ମେଡିକାଲ ସର୍ଭିସ କ୍ୟାଡର ଡାକ୍ତରମାନଙ୍କ ଅବସର ବୟସସୀମା ୬୨ରୁ ୬୫ବର୍ଷ କରିବାକୁ ଯୋଜନା କରୁଛନ୍ତି। ଏହାଦ୍ୱାରା ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବ। ସମାୟୁନିଭିତ୍ତିକ ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥା ସହ ଓପିଏସି ମାଧ୍ୟମରେ ସରକାର ଡାକ୍ତର ନିଯୁକ୍ତି କରନ୍ତୁ ବୋଲି ଓମସା ଦାବି କରିଛି।

 

 

 

 

 

Related story