‘ଆଜ୍ଞା ଠିକ୍‌ ଟାଇମରେ ପହଞ୍ଚିବାରୁ ମୋ ଜୀବନଟା ବଞ୍ଚିଗଲା’

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): “ଆଜ୍ଞା ଠିକ୍‌ ଟାଇମ୍‌ରେ ପହଞ୍ଚିବାରୁ ମୋ ଜୀବନଟା ବଞ୍ଚିଗଲା। ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ।” ମହାମାରୀ କରୋନାରୁ ସୁସ୍ଥ ହେବା ପରେ ଜଣେ କୁଷ୍ଠ ରୋଗୀ ଆଜି ଏପରି ଢ଼ଙ୍ଗରେ ତାଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତ ୯ ତାରିଖରେ ବୁର୍ଲା କୁଷ୍ଠ କଲୋନୀର ଜଣେ ଅନ୍ତେବାସୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ଅସୁସ୍ଥ ହୋଇ ପଡ଼ି ଥିଲେ। ଶରୀରରେ ଅମ୍ଳଜାନ କମିଯିବା […]

covid-patient

covid-patient

Manoranjan Sial
  • Published: Saturday, 17 October 2020
  • Updated: 17 October 2020, 03:52 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): “ଆଜ୍ଞା ଠିକ୍‌ ଟାଇମ୍‌ରେ ପହଞ୍ଚିବାରୁ ମୋ ଜୀବନଟା ବଞ୍ଚିଗଲା। ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ।” ମହାମାରୀ କରୋନାରୁ ସୁସ୍ଥ ହେବା ପରେ ଜଣେ କୁଷ୍ଠ ରୋଗୀ ଆଜି ଏପରି ଢ଼ଙ୍ଗରେ ତାଙ୍କୁ ନେଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତ ୯ ତାରିଖରେ ବୁର୍ଲା କୁଷ୍ଠ କଲୋନୀର ଜଣେ ଅନ୍ତେବାସୀ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ଅସୁସ୍ଥ ହୋଇ ପଡ଼ି ଥିଲେ। ଶରୀରରେ ଅମ୍ଳଜାନ କମିଯିବା କାରଣରୁ ସେ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକ ଜାଣିଥିଲେ ମଧ୍ୟ ତାଙ୍କ ସହଯୋଗ କରିନଥିଲେ।

ଏ ସମ୍ପର୍କରେ ଜାଣିବା ପରେ ଡାକ୍ତର ଶଙ୍କର ରାମଚନ୍ଦାନୀ ପିପିଇ କିଟ୍‌ ପିନ୍ଧି ନିଜ କାରରେ ସଂପୃକ୍ତ ରୋଗୀଙ୍କୁ ସମ୍ୱଲପୁର କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଚିକିତ୍ସା ଚାଲିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ଗତକାଲି ରାତିରେ ଡାକ୍ତର ଶଙ୍କର ରାମଚନ୍ଦାନୀ ପିପିଇ କିଟ୍‌ ପିନ୍ଧି ନିଜ କାରରେ ତାଙ୍କୁ ନେଇ କୁଷ୍ଠ କଲୋନୀରେ ଛାଡ଼ି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story