ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସମ୍ୱଲପୁର (ସଞ୍ଜୟ ଜେନା): ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ। ଏପରି ଘଟଣା ସମ୍ୱଲପୁର ଟାଉନ୍‌ରେ ଘଟିଛି। ମାଡ଼ ଖାଇଥିବା ଡାକ୍ତର ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାଡ଼ ମରା ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଡାକ୍ତର ଚିଦାନନ୍ଦ ମିଶ୍ର ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳେ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ସିଟି […]

Sambalpur

Sambalpur

Manoranjan Sial
  • Published: Tuesday, 20 September 2022
  • Updated: 21 September 2022, 06:09 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ। ଏପରି ଘଟଣା ସମ୍ୱଲପୁର ଟାଉନ୍‌ରେ ଘଟିଛି। ମାଡ଼ ଖାଇଥିବା ଡାକ୍ତର ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାଡ଼ ମରା ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

ଡାକ୍ତର ଚିଦାନନ୍ଦ ମିଶ୍ର ସନ୍‌ ଡାଇଗ୍ନୋଷ୍ଟିକ୍‌ରେ ରେଡିଓଲୋଜିଷ୍ଟ ଭାବେ କାର୍ଯ୍ୟ କରନ୍ତି। ଆଜି ସକାଳେ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା ପାଇଁ ସନ୍‌ ଡାଇଗ୍ନୋଷ୍ଟିକ୍‌କୁ ଆସିଥିଲେ। ମାତ୍ର ଡାକ୍ତର ମିଶ୍ର ଆସିନଥିବାରୁ ସେ ସେଠାରେ ଅପେକ୍ଷା କରିଥିଲେ। ସକାଳ ୧୦ଟା ୧୦ ମିନିଟରେ ଡାକ୍ତର ମିଶ୍ର ଆସିଥିଲେ। ସେହି ସମୟରେ ଡାକ୍ତର ମିଶ୍ରଙ୍କୁ ଶ୍ରୀ ବାଙ୍କା ଚପଲ ବାହାର କରି ମାଡ଼ ମାରିଥିଲେ। ଡାକ୍ତରଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ଟେକ୍ନିସିଆନ୍‌ ମଧ୍ୟ ଚପଲରେ ମାଡ଼ ଖାଇଥିବା ଅଭିଯୋଗ ହୋଇଛି।

ମାଡ଼ ନେଇ ଡାକ୍ତର ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ତେବେ ମାଡ଼ ମରାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଏନେଇ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ, ପୁଲିସ କହିଛି ଯେ ସିଟି ସ୍କାନ ସମୟରେ ମେସିନ ଭିତରେ ଅଧିକ ସମୟ ରହିବାକୁ ନେଇ ଏହି ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story