ଦୁର୍ଘଟଣାରୁ ବିବାଦ: ବିଚ୍‌ ରାସ୍ତାରେ ଡାକ୍ତର ଓ ନର୍ସଙ୍କୁ ମାଡ଼

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତା ମଝିରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ନର୍ସଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଅନୁଗୋଳ ସହରରେ। ଏକ ଘରୋଇ କ୍ଲିନ୍‌କର ଜଣେ ଡାକ୍ତର ଓ ନର୍ସ  ବୋଲେରୋରେ କ୍ଲିନିକ୍‌ ଯାଉଥିବା ବେଳେ ତାଙ୍କ ଗାଡ଼ି ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍କୁଟି ଚାଳକ ଉଭୟ ଡାକ୍ତର, ନର୍ସ ଓ ଗାଡି ଡ୍ରାଇଭରଙ୍କୁ ବୋଲେରୋରୁ ଟାଣି ଆଣି ରାସ୍ତା ଉପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ […]

angul

angul

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 02:44 PM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାସ): ରାସ୍ତା ମଝିରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ନର୍ସଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଅନୁଗୋଳ ସହରରେ। ଏକ ଘରୋଇ କ୍ଲିନ୍‌କର ଜଣେ ଡାକ୍ତର ଓ ନର୍ସ  ବୋଲେରୋରେ କ୍ଲିନିକ୍‌ ଯାଉଥିବା ବେଳେ ତାଙ୍କ ଗାଡ଼ି ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍କୁଟି ଚାଳକ ଉଭୟ ଡାକ୍ତର, ନର୍ସ ଓ ଗାଡି ଡ୍ରାଇଭରଙ୍କୁ ବୋଲେରୋରୁ ଟାଣି ଆଣି ରାସ୍ତା ଉପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ  ମାରପିଟ୍ କରିଥିଲେ। ଏନେଇ ଡାକ୍ତର ଓ ନର୍ସ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି।

ନର୍ସଙ୍କ ନାଁ ରୁବି କରଣ। ସେ କହିଛନ୍ତି,“ ପ୍ରତିଦିନ ଭଳି ଆଜି ବି ଆମେ ଡ୍ୟୁଟି ଆସୁଥିଲୁ। ଏହି ସମୟରେ ପେଟ୍ରୋଲ ପମ୍ପ ନିକଟରେ ୨ ଜଣ ଯୁବକ ତେଲ ପକାଇ ରାସ୍ତାକୁ ଆସୁଥିଲେ। ସେମାନେ ଅନ୍ୟମନସ୍କ ହୋଇ ଗାଡ଼ି ଚଲାଇ ଆମ ଗାଡ଼ି ପାଖରେ ତାଙ୍କ ସ୍କୁଟି ଠିଆ କରିଥିଲେ। ତେବେ ଆମ ଗାଡ଼ି ଡ୍ରାଇଭର ସେମାନଙ୍କ ସ୍କୁଟି ପଛକୁ ଧକ୍କା କରିଥିଲେ। ଏହାପରେ ସ୍କୁଟି ଚାଳକ ଆମ ଗାଡ଼ି ଅଟକାଇ ଡାକ୍ତରଙ୍କୁ  ଗୋଇଠା  ମାରିବା ସହ ଡ୍ରାଇଭରଙ୍କୁ ମାଡ ମାରିଥିଲେ। ଆଉ ମୋତେ ମଧ୍ୟ ଓଣାଓଟରା କରିଥିଲେ। ଗାଡିର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story