ବଢ଼ିଲା ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ଓ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦରମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଢ଼ିଲା ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ଦରମା। ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କ ଦରମା ୫୫ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ଚୁକ୍ତିଭିତ୍ତିକ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦରମା ୬୦ ହଜାର ହୋଇଛି। ଏହାଛଡ଼ା ଚୁକ୍ତିଭିତ୍ତିକ ଡାକ୍ତରଙ୍କ ପାରିଶ୍ରମିକ ପ୍ରତିବର୍ଷ ୩ ପ୍ରତିଶତ ବଢ଼ାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ଅର୍ଥମନ୍ତ୍ରୀ ଶଶି ବେହେରାଙ୍କ ଅନୁମୋଦନ ଦେଇଛନ୍ତି।

docter

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 05:56 PM IST

Related story