କରୋନାରୁ ସୁରକ୍ଷିତ ରହିବାର ଟିପ୍ସ ଦେଲେ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମହାମାରୀ କରୋନାରୁ ସୁରକ୍ଷିତ ରହିବାକୁ ହେଲେ ଉଷୁମ ପାଣି ପିଅନ୍ତୁ। ଉଷୁମ ପାଣି ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ। ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ। କାଢ଼ା ପିଇଲେ ଭଲ। କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ଏହି ଟିପ୍ସ ଦେଇଛନ୍ତି। ସେ କହିଛନ୍ତି-“କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍‌ ସିରପ ଖାଆନ୍ତୁ। ନିଜ ଇଚ୍ଛାରେ ମାତ୍ରାଧିକ କଫ ସିରପ […]

warm

warm

Manoranjan Sial
  • Published: Friday, 06 November 2020
  • Updated: 06 November 2020, 06:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମହାମାରୀ କରୋନାରୁ ସୁରକ୍ଷିତ ରହିବାକୁ ହେଲେ ଉଷୁମ ପାଣି ପିଅନ୍ତୁ। ଉଷୁମ ପାଣି ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ। ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ। କାଢ଼ା ପିଇଲେ ଭଲ। କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ଏହି ଟିପ୍ସ ଦେଇଛନ୍ତି।

ସେ କହିଛନ୍ତି-“କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍‌ ସିରପ ଖାଆନ୍ତୁ। ନିଜ ଇଚ୍ଛାରେ ମାତ୍ରାଧିକ କଫ ସିରପ ଖାଆନ୍ତୁ ନାହିଁ। ଖାଇଲେ ଖରାପ ହେବ। ନିୟମିତ ଶୟନ କରନ୍ତୁ। ସୁଷମ ଖାଦ୍ୟ ସେବନ କରନ୍ତୁ। ଫୁସ୍‌ଫୁସ୍‌ ବେଶୀ କ୍ଷତି ହେଉଥିବାରୁ ଧୂମପାନ ଠାରୁ ଦୂରେଇ ରୁହନ୍ତୁ। ମାନସିକ ବିଷାଦ ଥିଲେ ପରିବାର ଓ ବନ୍ଧୁ ଶୁଭେଚ୍ଛୁଙ୍କ ସହ କଥା ହୁଅନ୍ତୁ।”

ଆଜି ସୁଦ୍ଧା ରାଜ୍ୟରେ ୨୯୮୭୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୩୫୩୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୭୮୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୫୩ ମହାମାରୀ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story