ଲୁଣ ଖାଇ ଋଣ ଶୁଝିଲା ‘ଲାଡେନ’, ମାଲିକ ପାଇଁ ଶତ୍ରୁ ସହ ଲଢ଼ିଲା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର)କୁକୁର କେବେ ବି ନମକ ହାରାମ୍ ହୋଇପାରେନା। ଏହି ଢଗକୁ ସତ କରି ଦେଖାଇଛି ଗୋଟିଏ ପୋଷା କୁକୁର, ତା ନାଁ ଲାଡେନ୍।  ଗୋଟିଏ ନାଗ ସାପକୁ ମାରି ମାଲିକ ପାଇଁ ଜୀବନ ଦେଇଛି ଲାଡେନ୍‌। ଖୋର୍ଦ୍ଧା ଯାଆଁଳା ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପଶୁ ହେଲେ ବି ବିଶ୍ୱସ୍ତ। ଦରକାର ପଡ଼ିଲେ ବେଳେ ବେଳେ ପଶୁ ମଧ୍ୟ ମଣିଷକୁ ବିପଦ ସମୟରେ ରକ୍ଷା କରିପାରନ୍ତି। ଏହାର ପ୍ରମାଣ ହେଉଛି ଏକ […]

c-908

c-908

Tapas Behera
  • Published: Wednesday, 06 November 2019
  • Updated: 06 November 2019, 08:13 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର)କୁକୁର କେବେ ବି ନମକ ହାରାମ୍ ହୋଇପାରେନା। ଏହି ଢଗକୁ ସତ କରି ଦେଖାଇଛି ଗୋଟିଏ ପୋଷା କୁକୁର, ତା ନାଁ ଲାଡେନ୍।  ଗୋଟିଏ ନାଗ ସାପକୁ ମାରି ମାଲିକ ପାଇଁ ଜୀବନ ଦେଇଛି ଲାଡେନ୍‌। ଖୋର୍ଦ୍ଧା ଯାଆଁଳା ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପଶୁ ହେଲେ ବି ବିଶ୍ୱସ୍ତ। ଦରକାର ପଡ଼ିଲେ ବେଳେ ବେଳେ ପଶୁ ମଧ୍ୟ ମଣିଷକୁ ବିପଦ ସମୟରେ ରକ୍ଷା କରିପାରନ୍ତି। ଏହାର ପ୍ରମାଣ ହେଉଛି ଏକ ପୋଷା କୁକୁର। ଦୁଇ ଜଣ ଶିଶୁଙ୍କୁ ବିପଦ ମୁଖରୁ ଉଦ୍ଧାର କରିବାକୁ ଯାଇ ଶେଷରେ ମାଲିକଙ୍କ ପାଇଁ ଜୀବନ ଦେଇଛି ଏକ ପୋଷା କୁକୁର।  ଖୋର୍ଦ୍ଧା ମୁଣ୍ଡମୁହାଣ ଗାଁର ଦେବବ୍ରତ ସାମନ୍ତରାୟଙ୍କ ପୋଷା କୁକୁରର ନାଁ ଲାଡେନ୍ । ସୋମବାର ଦେବବ୍ରତଙ୍କ ଦୁଇ ପୁଅ ଝିଅ ଘର ଭିତରେ ଖେଳୁଥିଲେ।  ସବୁଦିନ ଭଳି ଘର ଦ୍ୱାର ମୁହଁରେ ଚେନରେ ବନ୍ଧା ହୋଇ ରହିଥିଲା ପୋଷା କୁକୁର ଲାଡେନ୍ ।  କେହି କିଛି ଜାଣିବା ପୂର୍ବରୁ ହଠାତ୍ ଏକ ୫ ଫୁଟିଆ ନାଗ ସାପ କେଉଁ ଆଡୁ ଅଗଣାକୁ ପଶି ଆସିଥିଲା। ଆଉ ସାପଟି ଘର ମଧ୍ୟକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ବାଧା ଦେଇଥିଲା ଲାଡେନ୍ । କୁକୁରଟି ସିଧାସଳଖ ନାଗ ଉପରକୁ ଡେଇଁ ପଡିଥିଲା ଚେନ୍‌ରେ ବନ୍ଧା ହୋଇଥିଲେ ବି ସାପକୁ କାମୁଡ଼ି ଧରି ତଳେ କଚାଡ଼ି ମାରି ଦେଇଥିଲା।   ଫଳରେ ଏକ ନିଶ୍ଚିତ ଅଘଟଣରୁ ରକ୍ଷା ପାଇ ଯାଇଥିଲେ ଦୁଇ ଶିଶୁ।

ସାପକୁ ମାରିବା ପରେ ପୋଷା କୁକୁରର କିଛି ହୋଇନଥିବା ଭାବି ନେଇଥିଲେ ଘର ମାଲିକ । କାରଣ ସ୍ୱାଭାବିକ୍‌ ବୁଲାବୁଲି କରୁଥିଲା ଲାଡେନ୍ । ହେଲେ କିଛି ସମୟ ପରେ ଲାଡେନ୍ ଗୋଟିଏ ସ୍ଥାନରେ ପଡିରହିବାରୁ ତାର ଚିକିତ୍ସା ପାଇଁ ପଶୁ ଡାକ୍ତରଙ୍କୁ ଡକାଇବା ବେଳକୁ ତାର ମୃତ୍ୟୁ। ହୋଇଯାଇଥିଲା । କାରଣ ନାଗ ସାପର ଦଂଶନରେ ଲାଡେନ୍‌ର ଜୀବନ ଚାଲିଯାଇଥିଲା।  ମାଲିକଙ୍କ ପାଇଁ ସାମାନ୍ୟ ଏକ କୁକୁରର ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story