ଚିଲିକାରେ ଡଲଫିନ୍‌ ଗଣନା ଆରମ୍ଭ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ଚିଲିକାରେ ଆଜି ଡଲଫିନ୍‌ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଥିବା ଦିନ ୧୨ଟା ଯାଏ ଚାଲିବ। ବିଶେଷ କରି ସେଣ୍ଟ୍ରାଲ ଚିଲିକା ପାଇଁ ୧୦ଟିମ୍‌ରେ ୮୬ ଜଣ ଗଣନାକାରୀ ଥିବା ବେଳେ ଆଉଟଟର୍ ଚିଲିକାରେ  ୮ଟି ଟିମ୍‌ରେ ୪୭ ଜଣ ଅଛନ୍ତି। ମୋଟ  ୧୮ଟି ଟିମ୍‌ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିସହ ୧୩୩ ଜଣ ଗଣନାକାରୀ ଅଛନ୍ତି। ଗଣନା କାର୍ଯ୍ୟରେ  ବନବିଭାଗ, ଚିଲିକା […]

puri

Jyoshna Pradhan
  • Published: Sunday, 19 January 2020
  • , Updated: 19 January 2020, 08:06 AM IST

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ଚିଲିକାରେ ଆଜି ଡଲଫିନ୍‌ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଥିବା ଦିନ ୧୨ଟା ଯାଏ ଚାଲିବ। ବିଶେଷ କରି ସେଣ୍ଟ୍ରାଲ ଚିଲିକା ପାଇଁ ୧୦ଟିମ୍‌ରେ ୮୬ ଜଣ ଗଣନାକାରୀ ଥିବା ବେଳେ ଆଉଟଟର୍ ଚିଲିକାରେ  ୮ଟି ଟିମ୍‌ରେ ୪୭ ଜଣ ଅଛନ୍ତି। ମୋଟ  ୧୮ଟି ଟିମ୍‌ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିସହ ୧୩୩ ଜଣ ଗଣନାକାରୀ ଅଛନ୍ତି।

ଗଣନା କାର୍ଯ୍ୟରେ  ବନବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓୟୁଟି, w.w.f ଓ NGOର କର୍ମକର୍ତ୍ତାମାନେ ରହିଛନ୍ତି। ଜିପିଏସ୍‌ ଟ୍ରାକିଙ୍ଗ ଓ ବାଇନା କୁଲାର ସହାୟତାରେ  ଲ୍‌ଟିଏସ୍‌ ମେଥଡ୍‌ରେ ଗଣନା କରାଯାଉଛି।

Related story