୫ ଦିନର କସରତ ପରେ ରାଜି ହେଲେ ଡଙ୍ଗରିଆ କନ୍ଧ; କାଲି ହେବ ସ୍ୱାବ୍‌ ପରୀକ୍ଷା

କଲ୍ୟାଣସିଂହପୁର(ମାଉଡି ବାରିକ): “ନିୟମ ରାଜାଙ୍କୁ ଆମେ ବିଶ୍ୱାସ ଓ ପୂଜା କରି ଆସୁଛି। ଏଣୁ ଆମକୁ କରୋନ ହେବନାହିଁ।” ଏପରି ଯୁକ୍ତି ବାଢ଼ି ନିୟମଗିରି ଡଙ୍ଗରିଆ କନ୍ଧମାନେ କରୋନା ଟେଷ୍ଟ କରିବେ ନାହିଁ ବୋଲି ପ୍ରଶାସନକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାଫଳରେ ସ୍ୱବ ସଂଗ୍ରହ କରିବାକୁ ଯାଇଥିବା ମେଡିକାଲ୍‌ ଟିମ୍‌ ଖାଲି ହାତରେ ଫେରିଥିଲା। ୫ ଦିନ କସରତ ପରେ ସ୍ୱାବ ପରୀକ୍ଷା ପାଇଁ ରାଜି ହୋଇଛନ୍ତି ନିୟମଗିରି ଡଙ୍ଗରିଆ କନ୍ଧ ସମାଜର ଲୋକେ। ଆସନ୍ତା କାଲିଠାରୁ […]

Dongria Kondhs of Niyamagiri

Dongria Kondhs of Niyamagiri

Manoranjan Sial
  • Published: Thursday, 20 May 2021
  • Updated: 20 May 2021, 08:10 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡି ବାରିକ): “ନିୟମ ରାଜାଙ୍କୁ ଆମେ ବିଶ୍ୱାସ ଓ ପୂଜା କରି ଆସୁଛି। ଏଣୁ ଆମକୁ କରୋନ ହେବନାହିଁ।” ଏପରି ଯୁକ୍ତି ବାଢ଼ି ନିୟମଗିରି ଡଙ୍ଗରିଆ କନ୍ଧମାନେ କରୋନା ଟେଷ୍ଟ କରିବେ ନାହିଁ ବୋଲି ପ୍ରଶାସନକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯାହାଫଳରେ ସ୍ୱବ ସଂଗ୍ରହ କରିବାକୁ ଯାଇଥିବା ମେଡିକାଲ୍‌ ଟିମ୍‌ ଖାଲି ହାତରେ ଫେରିଥିଲା।

୫ ଦିନ କସରତ ପରେ ସ୍ୱାବ ପରୀକ୍ଷା ପାଇଁ ରାଜି ହୋଇଛନ୍ତି ନିୟମଗିରି ଡଙ୍ଗରିଆ କନ୍ଧ ସମାଜର ଲୋକେ। ଆସନ୍ତା କାଲିଠାରୁ ଅର୍ଥାତ ଶୁକ୍ରବାର ସ୍ୱାବ ପରୀକ୍ଷା ହେବେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ ଅଞ୍ଚଳ ସୁନାଖଣ୍ଡି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗାଁରୁ କୋଭିଡ୍‌ ପରୀକ୍ଷା ପାଇଁ ସ୍ୱାବ୍‌ ସଂଗ୍ରହ କରାଯିବ। ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

[caption id="attachment_644624" align="aligncenter" width="650"]Niyamagiri Dongria Kondhs of Niyamagiri[/caption]

ଡଙ୍ଗରିଆ କନ୍ଧ ସମାଜର ଲୋକଙ୍କୁ ବୁଝାଇବା ପାଇଁ ଆଜି ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ପିଏ ଆଇଟିଡିଏ ଟୁକୁ ବାରିକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଲୁ ଚାରଣ ନୟକ ପ୍ରମୁଖ ନିୟମଗିରି ଅଞ୍ଚଳକୁ ଯାଇଥିଲେ। ବହୁ ବୁଝାସୁଝି ପରେ ସ୍ୱାବ ପରୀକ୍ଷା ପାଇଁ ରାଜି ହୋଇଥିଲେ ଡଙ୍ଗରିଆ କନ୍ଧ ସମାଜର ଲୋକ।

ଗତ ୧୬ ତାରିଖରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ଏକ ମେଡିକାଲ୍‌ ଟିମ୍‌ ସ୍ୱାବ ସଂଗ୍ରହ ପାଇଁ ଫକେରି ଗାଁକୁ ଯାଇଥିଲେ। ମାତ୍ର ଗାଁ ଲୋକ ସହଯୋଗ କରିନଥିଲେ। ଯାହାଫଳରେ ମେଡିକାଲ୍‌ ଟିମ୍‌ ଖାଲି ହାତରେ ଫେରିଥିଲେ। ତା’ପର ଦିନ ଅର୍ଥାତ ୧୭ ତାରିଖରେ ମେଡିକାଲ୍‌ ଟିମ୍‌ ପାରଶାଲି ଗାଁକୁ ଯାଇ ସ୍ୱାବ ସଂଗ୍ରହ କରିବାକୁ ଯାଇଥିଲା। ମାତ୍ର ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକକାଙ୍କ ନେତୃତ୍ୱରେ ଡଙ୍ଗରିଆ କନ୍ଧମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ। ଫଳରେ ସ୍ୱାବ ସଂଗ୍ରହ ହୋଇପାରିନଥିଲା।

ଡଙ୍ଗରିଆ କନ୍ଧମାନେ ଓଲଟା ଯୁକ୍ତି ବାଢ଼ି କହିଥିଲେ, ନିୟମ ରାଜାଙ୍କୁ ଆମେ ବିଶ୍ୱାସ ଓ ପୂଜା କରି ଆସୁଛି। ଏଣୁ ଆମକୁ କରୋନ ହେବନାହିଁ। ବର୍ତ୍ତମାନ ସୁଦ୍ଧା ନିୟମଗିରି ଅଞ୍ଚଳରେ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣଙ୍କଠାରୁ କରନା ଭୂତାଣୁ ଚିହ୍ନଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story