‘ପିଲାଙ୍କୁ ଥଣ୍ଡାଜ୍ୱର ହେଲେ ସ୍କୁଲ ଛାଡ଼ନ୍ତୁ ନାହିଁ, ତୁରନ୍ତ ଟେଷ୍ଟ କରାନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଥଣ୍ଡାଜ୍ୱରରେ ପୀଡ଼ିତ ହେଉଛନ୍ତି। ସବୁ ଥଣ୍ଡାଜ୍ୱର କରୋନା ନୁହେଁ। କିନ୍ତୁ ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ। ପିଲାଙ୍କୁ ଥଣ୍ଡାଜ୍ୱର ହେଲେ କିମ୍ବା ଲକ୍ଷଣ ଦେଖା ଦେଲେ ତୁରନ୍ତ ଏହାର ଟେଷ୍ଟ କରାଇ ନେବା ଉଚିତ। ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଜି ଏପରି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଅଲଗା ଭାଇରାଲ ଇନଫେକ୍ସନ ବି ଥଣ୍ଡା ଜ୍ୱର କରାଏ। ତେଣୁ […]

bijya-mohapatra

bijya-mohapatra

Niharika Rout
  • Published: Friday, 22 April 2022
  • Updated: 22 April 2022, 01:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରଛାତ୍ରୀ ଥଣ୍ଡାଜ୍ୱରରେ ପୀଡ଼ିତ ହେଉଛନ୍ତି। ସବୁ ଥଣ୍ଡାଜ୍ୱର କରୋନା ନୁହେଁ। କିନ୍ତୁ ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ। ପିଲାଙ୍କୁ ଥଣ୍ଡାଜ୍ୱର ହେଲେ କିମ୍ବା ଲକ୍ଷଣ ଦେଖା ଦେଲେ ତୁରନ୍ତ ଏହାର ଟେଷ୍ଟ କରାଇ ନେବା ଉଚିତ। ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଜି ଏପରି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ଅଲଗା ଭାଇରାଲ ଇନଫେକ୍ସନ ବି ଥଣ୍ଡା ଜ୍ୱର କରାଏ। ତେଣୁ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଟେଷ୍ଟ କଲେ ହିଁ ପଜିଟିଭି ରେଟ କେତେ ରହୁଛି, ତାହା ଜଣାପଡ଼ିବ । ଜାଣି ଜାଣି ଟେଷ୍ଟ ନ କଲେ ବିପଦକୁ ଟାଣିବା। ତେଣୁ ଯେଉଁଠି ଲକ୍ଷଣ ଦେଖାଦେଉଛି, ତୁରନ୍ତ ଟେଷ୍ଟ କରାଇ ନେବା ଉଚିତ।

ଦେଶରେ ସଂକ୍ରମଣ ବଢୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି। ସମସ୍ତଙ୍କୁ ସତର୍କ ରହିବାକୁ ହେବ। ସତର୍କତା ସବୁବେଳେ ଭଲ। କିପରି ସଂକ୍ରମଣ ନ ବଢ଼ିବ, ଯଦି ବଢ଼ିବ କିପରି ତାହା ନିୟନ୍ତ୍ରଣାଧୀନ ହୋଇ ରହିବ, ତାହା ଉପରେ ଗୁରୁତ୍ୱାରୋପ କରିବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।  

ସେ କହିଛନ୍ତି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସ୍ଥିତି ଭଲ ଅଛି। ହେଲେ କରୋନାର ଭୟ ଯାଇନି। ଯଦି ଆବଶ୍ୟକ ପଡ଼ିବ, ସଙ୍ଗେ ସଙ୍ଗେ  ଭିତ୍ତିଭୂମି ବଢ଼ାଯିବ। ରାଜ୍ୟରେ ବ୍ୟାପକ ପରିମାଣରେ ଅକ୍ସିଜେନ ମହଜୁଦ ରହିଛି। ଏସବୁ ବାଦ୍‌ କରୋନାକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦେବାକୁ ପଡ଼ିବ। ଭିଡ଼ରୁ ଦୂରେଇ ରହିବା ବି ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

https://youtu.be/1fxS4c0B8nw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story