ସଂସାର ଉଜାଡ଼ି ଦେଲା ଯୌତୁକ ଲୋଭ

ଭଦ୍ରକ(ପାର୍ଥ ସାରଥୀ ନାୟକ): ମାତ୍ର ୨ ବର୍ଷ ତଳେ ଗଢ଼ିଥିଲେ ନୂଆ ସଂସାର। ଯାହା ହାତ ଧରି ନୂଆ ସଂସାରରେ ପାଦ ଥାପିଥିଲେ, ସାରା ଜୀବନ ସିଏ ସାହାରା ହେବ ବୋଲି ବିଶ୍ୱାସ ଥିଲା। ମାତ୍ର ବିଶ୍ୱାସରେ ମିଶିଗଲା ବିଷ । ଚୁରମାର ହୋଇଗଲା ସୁନାର ସଂସାର।  ଅଢେଇ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଲା ସ୍ୱାମୀ। ପରିବାର ଲୋକ ବି ଏପରି କୁକର୍ମରେ ସାଥ୍‌ ଦେଇଥିବା ବେଳେ ଏବେ ଘଟଣାକୁ ଦେଉଛନ୍ତି […]

bhadrak

bhadrak

Niharika Rout
  • Published: Wednesday, 14 September 2022
  • Updated: 14 September 2022, 01:44 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ମାତ୍ର ୨ ବର୍ଷ ତଳେ ଗଢ଼ିଥିଲେ ନୂଆ ସଂସାର। ଯାହା ହାତ ଧରି ନୂଆ ସଂସାରରେ ପାଦ ଥାପିଥିଲେ, ସାରା ଜୀବନ ସିଏ ସାହାରା ହେବ ବୋଲି ବିଶ୍ୱାସ ଥିଲା। ମାତ୍ର ବିଶ୍ୱାସରେ ମିଶିଗଲା ବିଷ । ଚୁରମାର ହୋଇଗଲା ସୁନାର ସଂସାର।  ଅଢେଇ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଲା ସ୍ୱାମୀ। ପରିବାର ଲୋକ ବି ଏପରି କୁକର୍ମରେ ସାଥ୍‌ ଦେଇଥିବା ବେଳେ ଏବେ ଘଟଣାକୁ ଦେଉଛନ୍ତି ଆତ୍ମହତ୍ୟାର ରୂପ । ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବଣିଆ ଗାଁରେ ଘଟିଛି। ମୃତା ମହିଳା ହେଲେ ବଣିଆ ଗାଁର ଅନନ୍ତ ଜେନାଙ୍କ ପତ୍ନୀ ସୁଜାତା ଜେନା ।

ଗତ ୨୦୨୦  ଜୁନ ମାସରେ ବଣିଆ ଗାଁର ମହେଶ୍ୱର ଜେନାଙ୍କ ପୁଅ ଅନନ୍ତ ଜେନା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅର୍ଣ୍ଣପାଳ ରାଜମୁକୁନ୍ଦପୁର ଗାଁର ଦିଲ୍ଲୀପ ନାୟକଙ୍କ ଝିଅ ସୁଜାତାଙ୍କୁ ବିବାହ କରିଥିଲେ।

ବିବାହ ସମୟରେ ବର ପକ୍ଷଙ୍କ ଦାବି ମୁତାବକ ନଗଦ ୫୦ ହଜାର ଟଙ୍କା ଏବଂ ସୁନା ଗହଣା ଦିଆଯାଇଥିଲା। ତେବେ ବିବାହର ୪ ମାସ ପରେ ଅଧିକ ଯୌତୁକ ଦାବି କରି ସୁଜାତାକୁ ପ୍ରଥମେ ମାନସିକ ଓ ପରେ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ଶାଶୁ ଘର ଲୋକେ । ଏନେଇ ସୁଜାତା ପରିବାର ଲୋକଙ୍କୁ ବି ଜଣାଇଥିଲେ।

ଏହାପରେ ଗତକାଲି ସନ୍ଧ୍ୟାରେ ସୁଜାତାଙ୍କ ଶ୍ୱଶୁର ଘର ଲୋକେ ଫୋନ୍‌ କରି ଝିଅ ଦେହ ଭଲ ନାହିଁ, ହସ୍ପିଟାଲ ଯିବାକୁ କହିଥିଲେ । ସୁଜାତାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ସୁଜାତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଶ୍ୱଶୁର ଘର ଲୋକେ କହୁଥିବା ବେଳେ ତାଙ୍କ ବାପ ଘର ଲୋକେ କିନ୍ତୁ ଏହାକୁ ସ୍ୱୀକାର କରିବାକୁ ରାଜି ନୁହନ୍ତି।

ବାହାଘରର ୪ ମାସ ପରଠୁ ସେମାନେ ଟଙ୍କା ପାଇଁ ମୋ ଝିଅକୁ ମାରଧର କରିବା ଆରମ୍ଭ କଲେ। ଝିଅ ଏ ସମ୍ପର୍କରେ ଆମକୁ କହିଥିଲା। ଆମେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ସେମାନେ ଝିଅକୁ ମାରିଦେଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଜାତାଙ୍କ ମା’ । ପୁଲିସ୍‌ ଏକ ମାମଲା ରୁଜୁ କରି ସୁଜାତାଙ୍କ ସ୍ୱାମୀ ଅନନ୍ତ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story