ଯୌତୁକ ଲାଗି ବଧୂ ହତ୍ୟା ଅଭିଯୋଗ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) :ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାଟେଣି ଗାଁରେ ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଟେଣି ଗାଁର ବାପି ସାହୁଙ୍କ ସ୍ତ୍ରୀ ରୀନା ସାହୁ। ୧୧ ମାସ ତଳେ ବାପି ଏବଂ ରୀନାଙ୍କ ବିବାହ ହୋଇଥିଲା। ତେବେ ଯୌତୁକ ଲାଗି ରୀନାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମୃତକଙ୍କ ସ୍ୱାମୀ, ଶାଶୁ, ଶ୍ୱଶୂର ଫେରାର ଅଛନ୍ତି। ସେପଟେ ଏ ନେଇ […]

tyu

tyu

Tapas Behera
  • Published: Thursday, 28 March 2019
  • Updated: 28 March 2019, 05:54 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) :ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାଟେଣି ଗାଁରେ ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଟେଣି ଗାଁର ବାପି ସାହୁଙ୍କ ସ୍ତ୍ରୀ ରୀନା ସାହୁ। ୧୧ ମାସ ତଳେ ବାପି ଏବଂ ରୀନାଙ୍କ ବିବାହ ହୋଇଥିଲା। ତେବେ ଯୌତୁକ ଲାଗି ରୀନାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମୃତକଙ୍କ ସ୍ୱାମୀ, ଶାଶୁ, ଶ୍ୱଶୂର ଫେରାର ଅଛନ୍ତି। ସେପଟେ ଏ ନେଇ ଖବର ପାଇବା ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story