କଂଗ୍ରେସ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ନିର୍ବାଚନ ପୂର୍ବରୁ ଡାକ୍ତର ପୂଜାହାରୀ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ […]

aswini

aswini

Jyoshna Pradhan
  • Published: Monday, 01 July 2019
  • Updated: 01 July 2019, 12:18 PM IST

Sports

Latest News

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ିଲେ ଭିମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି।

ନିର୍ବାଚନ ପୂର୍ବରୁ ଡାକ୍ତର ପୂଜାହାରୀ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାସହ ଘଟଣାକୁ ନେଇ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତେଜନା ବି ଦେଖା ଦେଇଥିଲା।

ଏନେଇ ଡାକ୍ତର ଅଶ୍ୱିନୀ ପୂଜାହାରୀ କହିଛନ୍ତି,“ ଗତ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ କଂଗ୍ରେସ କର୍ମୀମାନେ ମୋତେ ଗାଳି ଗୁଲଜ କରିଥିଲେ। ଏହି ବୈଠକରେ ଜର୍ଜ ତିର୍କୀ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ସମସ୍ତ କଂଗ୍ରେସ କର୍ମୀ ମୋତେ ଏମିତି କଥା କହିଲେ ଯେ ମୁଁ ଭାବିଲି ଏମିତି ସ୍ଥିତିରେ କଂଗ୍ରେସରେ ରହି କିଛି ଲାଭ ହେବନି।”

ସୂଚନାଯୋଗ୍ୟ, ନିର୍ବାଚନରେ ୧୧,୬୫୨ ଖଣ୍ଡ ଭୋଟ ପାଇ ଡାକ୍ତର ଅଶ୍ୱିନୀ ପୂଜାହାରୀ ତୃତୀୟ ସ୍ଥାନରେ ରହିଥିଲେ। ଏଥର ସମ୍ୱଲପୁର ବିଧାନସଭା ଆସନରୁ ବିଜେପିର ଜୟନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story